Browsing Tag

Odisha current news today

ଭାରତରେ ୫ଜି ନେତୃତ୍ୱକୁ ସୁଦୃଢ଼ କରିବା ପାଇଁ ଗ୍ୟାଲାକ୍ସି A14 5G ଓ ଗ୍ୟାଲାକ୍ସି A23 5G ଲ କରିଛି ସାମ୍‌ସଙ୍ଗ

ଭୁବନେଶ୍ୱର, ୧ ଫେବୃୟାରୀ ୨୦୨୩ (ପ୍ରତ୍ୟୁଷା ବ୍ୟୁରୋ): ଭାରତର ସର୍ବବୃହତ୍ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ଆଜି ଏହାର ନୂଆ ଗ୍ୟାଲାକ୍ସି A14 5G ଓ ଗ୍ୟାଲାକ୍ସି A23 5Gର ଳ ଘୋଷଣା କରାଯାଇଛି । ଲୋକପ୍ରିୟ ‘ଏ’ ସିରିଜ୍‌ରେ ଏହି ନୂତନ ଯୋଗ ଏକ ସୁଲଭ ମୂଲ୍ୟରେ
Read More...

ମାନସିକ ସ୍ୱାସ୍ଥ୍ୟ ସଚେତନତା ପାଇଁ ପଦଯାତ୍ରା

ଭୁବନେଶ୍ୱର 01/02 ( ପ୍ରତ୍ୟୁଷା ବ୍ୟୁରୋ ):ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଆନୁକୂଲ୍ୟରେ ଫେବୃଆରୀ ପହିଲା ସକାଳୁ ଏକ ବିଶାଳ ପଦ ଯାତ୍ରା ଆୟୋଜିତ ହୋଇଥିଲା l ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ ପଦ
Read More...

ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶ ରାଜ୍ୟପାଳଙ୍କ ହାତରୁ ଗ୍ରହଣ କଲେ ବିଶିଷ୍ଟ ରାଷ୍ଟ୍ରପତି ସେବା ପଦକ

ଭୁବନେଶ୍ୱର 26/01 ( ପ୍ରତ୍ୟୁଷା ବ୍ୟୁରୋ ):ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶଙ୍କୁ ବିଶିଷ୍ଟ ରାଷ୍ଟ୍ରପତି ସେବା ପଦକ ଓଡିଶା ଅଗ୍ନିଶମ ବିଭାଗର ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ (ଫାୟାର ଅଫିସର) ପ୍ରଶାନ୍ତ କୁମାର ଦାଶଙ୍କୁ ୨୦୨୩ ମସିହା ସାଧାରଣତନ୍ତ୍ର ଦିବସରେ ମହାମହିମ ରାଜ୍ୟପାଳ
Read More...

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ବାର୍ତ୍ତା।

ଭୁବନେଶ୍ବର, 26.01.23 (ପ୍ରତ୍ୟୁଷା ବ୍ୟୁରୋ):ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ,
Read More...

ସିଏସଆଇଆର ଡିଜିଙ୍କ ଉପସ୍ଥିତରେ ଏମଓୟୁ ସ୍ୱାକ୍ଷରିତ। “ୱାନ୍ ୱିକ୍‌ ୱାନ୍ ଲ୍ୟାବ” ଅଭିଯାନ ର ଶୁଭାରମ୍ଭ ।

ଭୁବନେଶ୍ବର, 24.01.23(ପ୍ରତ୍ୟୁଷା ବ୍ୟୁରୋ):ସିଏସଆଇଆର ଡିଜିଙ୍କ ଉପସ୍ଥିରେ ଏମ୍ଓୟୁ ସ୍ବାକ୍ଷର ଭୁବନେଶ୍ଵର ସିଏସଆଇଆର-ଆଇଏମ୍ଏମ୍ଟି ଭୁବନେଶ୍ଵରର ପରିସର ମଧ୍ୟରେ ବୈଷୟିକ ସଫଳତା ଏବଂ ନବସୃଜନପ୍ରଦର୍ଶନ ପାଇଁ ସିଏସଆଇଆର- ଆଇଏମ୍ଏମ୍ଟି ଏକ ବିସ୍ତାରିତ ଦେଶବ୍ୟାପୀ “ୱନ୍ ୱିକ୍‌ ୱିନ୍ ଲ୍ୟାବ”
Read More...