Browsing Tag

pratyushanews

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ “ସମୟ ସାକ୍ଷୀ” ଲୋକାର୍ପିତ ।

ଭୁବନେଶ୍ୱର,୦୧/୦୭/୨୬ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡ଼ିଶା ରାଜନୀତିର ଅର୍ଦ୍ଧଶତାବ୍ଦୀର ପ୍ରତିଛବି - ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ "ସମୟ ସାକ୍ଷୀ" ଆଜି ବୁଧବାର ସନ୍ଧ୍ୟାରେ ଓୟୁଏଟି କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଯାଇଛି । ପ୍ରଥମେ ଶ୍ରୀ
Read More...

ମାଣିପାଲ ହସ୍ପିଟାଲ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଭୁବନେଶ୍ୱର, 26.06.26 ( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ବିଜେପିର ବଡ଼ ଚେହେରା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମ ତିଥିରେ ରାଜଧାନୀ ଭୁବନେଶ୍ୱରରେ ତାଙ୍କର ଶୁଭ ଚିନ୍ତକ ମାନେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରିଛନ୍ତି। ଲିଙ୍ଗରାଜ ପୀଠରେ ପୂଜାର୍ଚନା ଦୀପ ଦାନ
Read More...

ଚମତ୍କାର ଔଷଧ୍- ପୁଦିନାର ମହତ୍ଵକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ ।

ଭୁବନେଶ୍ୱର, ୨୫/୬/୨୬( ପ୍ରତ୍ୟୁଷା ବ୍ୟୁରୋ ): ଆୟୁର୍ବେଦିକ ଔଷଧ ବା ଚେରମୂଳିର ଲାଭର ପ୍ରଚାର ପ୍ରସାର କରିବା ପାଇଁ ନିଜ ଲକ୍ଷ୍ୟରେ ଆଗକୁ ବଢି ଭାରତରସର୍ବବବୃହତ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପୁଦିନାକୁ ଏକ ଚମତ୍କାରୀ ଔଷଧ୍ଵ ଭାବେ ପ୍ରୋତ୍ସାହିତ କରିବା
Read More...

ଶଙ୍ଖ ଧରିଲେ ସୁଜାତା,ଆଶୀର୍ବାଦ ଦେଲେ ନବୀନ ।

ଭୁବନେଶ୍ୱର : ୨୫ ଜୁନ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ ) ଆଇ ଏ ଏସ ରୁ ରାଜନୀତିକୁ ଓହ୍ଲାଇଥିବା ସୁଜାତା ରାଉତ ଶେଷରେ ବିଜେଡିରେ ସାମିଲ ହୋଇ ଶଙ୍ଖ ଧରିଛନ୍ତି। ଶଙ୍ଖ ଭବନରେ ଦଳର ବରିଷ୍ଠ ନେତାଙ୍କ ଗହଣରେ ଶ୍ରୀମତୀ ରାଉତଙ୍କୁ ଦଳର ଉତ୍ତରୀୟ ନବୀନ ପିନ୍ଧାଇ ଆଶୀର୍ବାଦ ଦେଇଥିଲେ। ଆଗାମୀ ଦିନରେ
Read More...

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକ ଉଦ୍‌ଘାଟିତ ।

ଭୁବନେଶ୍ୱର୨୪ ଜୁନ୍ ୨୦୨୬, ପ୍ରତ୍ୟୁଷା ବ୍ୟୁରୋ ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ ବୋଲି ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ
Read More...

ପୁରୀରେ ପହଞ୍ଚିଲା ରଥ ଦଉଡି ।

ଭୁବନେଶ୍ଵରରେ (25.06.26), ପ୍ରତ୍ୟୁଷା ବ୍ୟୁରୋ ଆଜି ପୁରୀରେ ପହଞ୍ଚିଛି ମହାପ୍ରଭୁଙ୍କ ୨୦୨୬ ଘୋଷ ଯାତ୍ରା ପାଇଁ ରଥ ଦଉଡ଼ି। ଏହି ଦଉଡ଼ି ଓଡ଼ିଶା ସମବାୟ କତା ନିଗମରୁ ଆଠ ଇଞ୍ଚ ମୋଟେଇ ର ୨୨୦ ଫୁଟ ବା ୬୭ ମିଟର ଲମ୍ବ ର ମୋଟ ୨୮ ଗୋଟି ଦଉଡ଼ି ବୀର ପ୍ରତାପ ପୁର,ପୁରୀ ସ୍ଥିତ କତା ପ୍ରଶୋଧନ
Read More...

୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୧୫ ଜୁନ ( ପ୍ରତ୍ୟୁଷା ବ୍ୟୁରୋ ):ଭୁବନେଶ୍ୱର, ତା.୧୫/୦୬ ରାଜ୍ୟରେ ଡବଲଇଞ୍ଜନ ସରକାର ଆସିବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡ଼ିଶା ଉପରେ ଅଧିକ ଗୁରୁତ୍ୱ ଦେଇ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ପ୍ରୟାସ
Read More...