Browsing Tag

pratyushanews

ନୟାପଲ୍ଲୀରେ ସପ୍ତାହବ୍ୟାପି 20ରୁ ଭାଗବତ କଥା

ଭୁବନେଶ୍ୱର 19/02( ପ୍ରତ୍ୟୁଷା ବ୍ୟୁରୋ )ନୟାପଲ୍ଲୀ ମା ' ବରବେଇ ମନ୍ଦିର ପ୍ରାଙ୍ଗଣରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ କଥା ଉତ୍ସବ ଆସନ୍ତା କାଲି ଠାରୁ ରବିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ବାବାଜୀ ଅମୃତାନନ୍ଦ ଦାସ ମହାରାଜ ପ୍ରତ୍ୟହ ସନ୍ଧ୍ୟା ସାଢେ ଛଅ ଟାରୁ ପ୍ରବଚନ ଦେଵେ l ଏହି…
Read More...

ଆଇ ଏମ ଆଇ ଦଶମ ସମାବର୍ତ୍ତନ ଆଜି

ଭୁବନେଶ୍ବର, ଫେବୃୟାରୀ ୧୮, ( ପ୍ରତ୍ୟୁଷା ବ୍ୟୁରୋ): ଇଂଟରନ୍ୟାଶନାଲ ମ୍ୟାନେଜମେଟ୍ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ)ଭୁବନେଶ୍ବରର ଦଶମ ବାର୍ଷିକ ଦୀକ୍ଷାନ୍ତ ସମାରୋହ ୨୦୨୩ ଫେବୃୟାରୀ ୧୯ରେ ଅନୁଷ୍ଠିତ ହେବ । ଦୀକ୍ଷାନ୍ତ ସମାରୋହରେ ଟେକ୍ ମହିନ୍ଦ୍ରା ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ଟେକ୍…
Read More...

ଉଦ୍ୟୋଗ ବିକାଶ ଓ ଡିଜିଟାଲ ସାକ୍ଷରତା ମହିଳା ସଶକ୍ତିକରଣ ର ମୂଳ ମନ୍ତ୍ର

ଭୁବନେଶ୍ୱର, ତା ୧୫/୦୨ ( ପ୍ରତ୍ୟୁଷା ବ୍ୟୁରୋ):ଓଡ଼ିଶା ରେ ସ୍ବୟଂ ସହାୟକ ଦଳ ମାଧ୍ୟମରେ ମହିଳା ମାନେ ରୋଜଗାରକ୍ଷମ ହୋଇ ନିଜ ପରିବାର ର ସମସ୍ତ ଆର୍ଥିକ ଆବଶ୍ୟକତା କୁ ପରିପୂରଣ କରୁଛନ୍ତି । ବ୍ୟକ୍ତିଗତ ସ୍ତର ରେ ଆରମ୍ଭ ହୋଇଥିବା ଛୋଟ ଛୋଟ ବ୍ୟବସାୟ ଆଜି କ୍ଷୁଦ୍ର ଉଦ୍ୟୋଗ ର ମାନ୍ୟତା…
Read More...

ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ,ଲୋକଙ୍କ ଦ୍ୱାର ଦେଶରେ ପହଂଚିବ ସରକାରୀ ସେବା।

ଭୁବନେଶ୍ବର, 14.02.23 (ପ୍ରତ୍ୟୁଷା ବ୍ୟୁରୋ):ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ଙ୍କ ସମେତ ରାଜ୍ୟ ସରକାର ଙ୍କ ତିନି ମନ୍ତ୍ରୀ ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ ଉପସ୍ଥିତ ଥିଲେ। ତିନି ବର୍ଷ ପରେ ଏଭଳି ବୈଠକ କରାଯାଉଛି। 17 ଟି ବିଷୟ ଉପରେ ବିଶେଷ…
Read More...

୧୦ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ବର, 7.02.23 ( ପ୍ରତ୍ୟୁଷା ବ୍ୟୁରୋ):ଓଡିଶା ଡ୍ୟାନ୍ସ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସହଯୋଗ :ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଓ ଆର୍ଟ ଭିଜନ, ଭୁବନେଶ୍ବର ଓଡିଶା ସରକାର, ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନର…
Read More...

ଫେବୃଆରୀ 10 ରେ ଜ୍ଞାନପ୍ରଭା ମିଶନ ର ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ବର, 7.02.23 (ପ୍ରତ୍ୟୁଷା ବ୍ୟୁରୋ): ଜ୍ଞାନପ୍ରଭା ମିଶନ ର ପ୍ରତିଷ୍ଠା ଦିବସ ସମାରୋହ ଫେବୃଆରୀ ୧୦ ତାରିଖ ଦିନ ସକାଳ ୧୦: ୩୦ ମିନିଟ ସମୟରେ ଭୁବନେଶ୍ବର ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ହେବ । ଏହି ସମାରୋହରେ ମୁଖ୍ୟ ଅତିଥ୍‌ ଭାବେ ଭାରତ ର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ…
Read More...