ନିଶା ସେବନ ଠାରୁ ଦୁରେଇ ରଖିବାକୁ ପ୍ରୟାସ ଜାରୀ ରଖିଛି ନାର୍କୋଟିକ ଅନନାମସ ସୋସାଇଟି ।
ଭୁବନେଶ୍ଵର , ୧୭/୦୨/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) : ନିଶା ଜୀବନର ବଡ ଶତ୍ରୁ। ନିଶା କବଳିତ ହୋଇ ନିଶାଡି ପରିବାରର ପ୍ରଭୂତ କ୍ଷତି ପହଞ୍ଚାଇ ଥାଏ। ସେହିଭଳି ନିଶାଡିଙ୍କୁ ଚିହ୍ନଟ କରି ନାର୍କୋଟିକ୍ ଅନନାମସ ସୋସାଇଟି ପ୍ରୟାସ ଜାରି ରଖିଛି। ଏ ସମ୍ପର୍କରେ ଆଜି ଗ୍ରାମ ବିକାଶ ଠାରେ Society!-->…
Read More...
Read More...