Browsing Tag

Current Breakingnews

ସ୍ଥାପନା ପକ୍ଷରୁ ଆୟୁର୍ବେଦ ଓ ବୈଦ୍ୟ କର୍ମଶାଳାଆୟୁର୍ବେଦରେ ରହିଛି ସବୁ ରୋଗର ନିଦାନ

ଭୁବନେଶ୍ୱର,୦୮/୧୦ (ପ୍ରତ୍ୟୁଷା ବ୍ୟୁରୋ): ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅନିୟମିତ ତଥା ବେପରୁଆ ଜୀବନଧାରା ସକାଶେ ମଣିଷ ବିଭିନ୍ନରୋଗରେ ଆକ୍ରାନ୍ତ ହେଉଛି l ଏଥିରୁ ମୁକ୍ତି ପାଇଁ ଡାକ୍ତରଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡୁଛି l ଡାକ୍ତର ଔଷଧ ବଦଳେଇଚାଲିଛନ୍ତି ହେଲେ ରୋଗ ଭଲ
Read More...

ଏସୀୟ ଟେବୁଲ୍ ଟେନିସ ଟିମ୍ ଚମ୍ପିୟାନସିପ ପାଇଁ ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଶୁଭ ଉଦ୍ଘାଟନ ।

ଭୁବନେଶ୍ୱର, ୬/୧୦ ( ପ୍ରତ୍ୟୁଷା ବ୍ୟୁରୋ ): ଚଳିତ ମାସ ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିଅନସିପ୍ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର୍ ଆଥେଲେଟ୍ସିକ ସେଣ୍ଟରଠାରେ ମାନ୍ୟବର ଉଚ୍ଚଶିକ୍ଷା,
Read More...

ନାଲକୋ ଅନୁଗୁଳ ପାଳନ କଲା ” ସ୍ୱଚ୍ଛତା ଶ୍ରମଦାନ” କାର୍ଯ୍ୟକ୍ରମ

ନାଲକୋ ନଗର : ୨୫/୯( ପ୍ରତ୍ୟୁଷା ବ୍ୟୁରୋ ) ଭାରତ ସରକାରଙ୍କ ନବରତ୍ନ ପ୍ରାପ୍ତ ଉପକ୍ରମନ୍ୟାଶନ୍ୟାଲ ଆଲୁମିନିୟମ କମ୍ପାନି (ନାଲକୋ) ଏହାର ଅନୁଗୁଳ ଠାରେ ସ୍ଥିତ ସେକ୍ଟରଓ ପାୱାର କମପ୍ଲେକ୍ସ ଠାରେ ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମ ଆନୁକୁଲ୍ୟରେ 'ସ୍ଵଚ୍ଛତାଶ୍ରମଦ।ନ' କାର୍ଯ୍ୟକ୍ରମ ପାଳିତ
Read More...

ସାର କଳାବଜାରୀ ଓ ଅଭାବ ବିରୋଧରେ ପ୍ରଦେଶ କିଷାନ କଂଗ୍ରେସ ବିଧାନ ସଭା ଆଗରେ ଗର୍ଜିଲା ।

ଭୁବନେଶ୍ୱର, 23.09.25 ( ପ୍ରତ୍ୟୁଷା ବ୍ୟୁରୋ ) : ରାଜ୍ୟ ସରକାର ଚାଷୀଙ୍କ ପାଇଁ ଆଖି ବୁଜି ଦେଇଥିବା ଵେଳେ ପ୍ରଦେଶ କିଷାନ କଂଗ୍ରେସ ପୋସ୍କୋ ଆନ୍ଦୋଳନର ତତ୍କାଳୀନ ନେତା ଅଭୟ ସାହୁଙ୍କ ନେତୃତ୍ୱରେ ବିଧାନ ସଭା ଘେରାଉ କରି ଚାଷୀଙ୍କ ପାଇନ୍ ଗର୍ଜିଛି।ସମବାୟ-ମାର୍କଫେଡ଼ ଓ ସରକାରଙ୍କ ମଧ୍ୟରେ
Read More...

ବୟନିକା ସଭାପତିଙ୍କ ଦୁର୍ନୀତି ବିରୋଧରେ ଓଡିଶା ବୁଣାକାର ମହାସଂଘର ବିଷୋଦଗାର

ଭୁବନେଶ୍ୱର : ୧୯ /୯ ( ପ୍ରତ୍ୟୁଷା ବ୍ୟୁରୋ ) ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର ଦୁର୍ନୀତିରେ ବୁଡିକି ଅଛନ୍ତି। କେବଳ ଦୁର୍ନୀତି ନୁହେଁ ବେଆଇନ ଭାବରେ ନିୟମକୁ ମାଡି ମକଚି ମନମୁଖୀ ଚଳାଇଛନ୍ତି ବୋଲି ଓଡିଶା ବୁଣାକାର ମହାସଂଘ ଭୁବନେଶ୍ୱର ବୁଧବାର ରାଜ୍ୟ ରେଡ଼କ୍ରସ ଭବନ ସମ୍ମିଳନୀ
Read More...

ସେପ୍ଟେମ୍ବର ୧୯ ରୁ ଦ୍ବାଦଶ ଭୁବନେଶ୍ବର ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ।

ଭୁବନେଶ୍ୱର: ୧୬/୯( ପ୍ରତ୍ୟୁଷା ବ୍ୟୁରୋ ) ଭୁବନେଶ୍ୱର ସ୍ଥିତ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌, ଏକ ପ୍ରମୁଖ ଇଭେଣ୍ଟ ମ୍ୟାନେଜମେଣ୍ଟ୍ କମ୍ପାନୀ ଭାବରେ ସଫଳପ୍ରଦର୍ଶନୀ, ଟ୍ରେଡ୍ ଶୋ' ଏବଂ କର୍ପୋରେଟ୍ ଇଭେଣ୍ଟ୍ ଆୟୋଜନ କରିବାରେ ବିଶେଷଜ୍ଞତା ହାସଲ କରିଛି। ୧୫
Read More...

ସରକାରଙ୍କୁ ଚେତାବନୀ ଦେଲେ ଦୁଗ୍ଧ ଚାଷୀ ସଂଘ

ଭୁବନେଶ୍ୱର: ୧୨/୯/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ରାଜ ରାସ୍ତାରେ ଦୁଗ୍ଧ ଚାଷୀ ତଥା ଗୋପାଳକ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ଅନେକ ଘଟଣା ଘଟିଛି। ନିକଟରେ ଚଳିତ ମାସ ୬ ତାରିଖରେ ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଏହି ଘଟଣାରେ ପୋଲିସଠାରୁ ନ୍ୟାୟ
Read More...