ଶ୍ରୀଅନ୍ନ ଓ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ-୨୦୨୬’ ଶୀର୍ଷକ ସମ୍ମିଳନୀକୁ ଉଦ୍ଘାଟନ କଲେ ରାଜ୍ୟପାଳ
ଭୁବନେଶ୍ୱର, ୧୦ ନଭେମ୍ବର,( ପ୍ରତ୍ୟୁଷା ବ୍ୟୁରୋ ): ଦୈନନ୍ଦିନ ଖାଦ୍ୟରେ ଶ୍ରୀଅନ୍ନ (ମିଲେଟ୍) ସାମିଲ କରିବା ସହ ଭୂ-ପ୍ରଜାତି ବିହନର ସଂରକ୍ଷଣ ଓ ସୁଦୃଢ଼ୀକରଣ ଦିଗରେ ସାମୂହିକ ପ୍ରୟାସ କରିବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଆହ୍ୱାନ ଜଣାଇଛନ୍ତି। ବିଶେଷକରି!-->…
Read More...
Read More...