Browsing Tag

Current Breakingnews

ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଦିନିଆ* *ସଂଯୁକ୍ତ ଆରବ ଏମିରେଟ୍ସ (UAE) ଗସ୍ତ

ଭୁବନେଶ୍ୱର୭ ସେପ୍ଟେମ୍ବର ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ):ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲି ଠାରୁ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସକୁ ପାଞ୍ଚ ଦିନିଆ ଗସ୍ତରେ ଯାଉଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ
Read More...

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧. ୩୦ କୋଟିର ସହାୟତା

ଭୁବନେଶ୍ୱର,୦୭ /୯/୨୦୨୬( ପ୍ରତ୍ୟୁଷା ନ୍ୟୁଜ ):ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ୧.୩୦ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଉଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର CGM ଶ୍ରୀ ରାକେଶ କୁମାର ଯାଦବ
Read More...

Sintex Pure (ସିଣ୍ଟେକ୍ସ ପିଓର) ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା

ଭୁବନେଶ୍ୱର : ୦୩/୯/୨୬( ପି ଏନ ଏସ ): ଜଳ ସଂରକ୍ଷଣ ସମାଧାନ କ୍ଷେତ୍ରରେ ଭାରତର ଅନ୍ୟତମ ବିଶ୍ୱସ୍ତ ନାମ ‘ସିଣ୍ଟେକ୍ସ’, ଏହାର ଆଣ୍ଟି-ମାଇକ୍ରୋବାୟଲ୍ ୱାଟର ଷ୍ଟୋରେଜ୍ ଟାଙ୍କି ‘ସିଣ୍ଟେକ୍ସ ପିଓର’କୁ ମୌସୁମୀ ସମୟରେ ଏକ ନିର୍ଭରଯୋଗ୍ୟ ବିକଳ୍ପ ଭାବରେ ଉପସ୍ଥାପନ କରୁଛି, ଯେତେବେଳେ ସ୍ୱଚ୍ଛ
Read More...

ସୃଷ୍ଟି ଏକାଡେମୀରେ CMA ଫାଉଣ୍ଡେସନ୍ କୋଚିଂ ପାଇଁ ICMAI ସହ ଆକ୍ରେଡିଟେସନ୍ ଚୁକ୍ତି

ଭୁବନେଶ୍ୱର, ୩ ସେପ୍ଟେମ୍ବର ୨୦୨୬ (ପ୍ରତ୍ୟୁଷା ବ୍ୟୁରୋ): ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଅଟୋନୋମସ୍), ଭୁବନେଶ୍ୱର ପକ୍ଷରୁ ଦି ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICMAI) ସହ CMA ଫାଉଣ୍ଡେସନ୍ କୋର୍ସର ଫିଜିକାଲ୍ ମୋଡ୍ କୋଚିଂ କ୍ଲାସ୍
Read More...

ଶ୍ରୀକ୍ଷେତ୍ରରେ ଝୁଲଣ ଜାତ ନୃତ୍ୟ ସେବାରେ ରାଧାମାଧବଙ୍କ ମନ ମୋହିଲେ ଡ଼କ୍ଟର ଚିତ୍ତରଞ୍ଜନ

ପୁରୀ : ୩୧ /୮/୨୦୨୬( ପ୍ରତ୍ୟୁଷା ବ୍ୟୁରୋ )ଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟ ମାନବୀୟ ବିଜେସ୍ଥଳୀ ଶ୍ରୀକ୍ଷେତ୍ରରେ ଦ୍ୱାଦଶ ଯାତ୍ରା ମଧ୍ୟରେ ସପ୍ତଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଝୁଲଣ ଜାତ ଶ୍ରୀମନ୍ଦିରର ଭିତର ବେଢା ମୁକ୍ତିମଣ୍ଡପରେ ଓ ଶ୍ରୀକ୍ଷେତ୍ରର ଅନେକ ମଠ ମନ୍ଦିରରେ ଖୁବ ଆନନ୍ଦ
Read More...

ଓଡ଼ିଶାରେ ରିଟେଲ୍ ଉପସ୍ଥିତି ବିସ୍ତାର କଲା JOCKEY, ଭୁବନେଶ୍ୱରରେ ନୂତନ ଫ୍ଲାଗ୍‌ଶିପ୍ ଷ୍ଟୋର୍।

ଭୁବନେଶ୍ୱର,୨୭/୮/୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ ): ଭାରତର ଅଗ୍ରଣୀ ଇନରୱେୟାର୍ ଏବଂ ଆପାରେଲ୍ ବ୍ରାଣ୍ଡ JOCKEY, ଭୁବନେଶ୍ୱରର ଜନପଥଠାରେ ଏହାର ନୂତନ ଫ୍ଲାଗ୍‌ଶିପ୍ ଷ୍ଟୋର୍ ଉଦ୍‌ଘାଟନ ସହିତ ଓଡ଼ିଶାରେ ଏହାର ରିଟେଲ୍ ଉପସ୍ଥିତିକୁ ସୁଦୃଢ଼ କରିଛି।ଶୋରୁମ୍‌ଟିର ଉଦ୍‌ଘାଟନ ମୁଖ୍ୟ ରିଟେଲ୍
Read More...