Browsing Tag

ODISHA NEWS

ଏଏସିସିଆଇର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ ।

ଭୁବନେଶ୍ୱର ( ପ୍ରତ୍ୟୁଷା ବ୍ୟୁରୋ ) 13.02.24 : ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପ୍ଟରର ଆନ୍ତର୍ଜାତୀୟ ବ୍ୟବସାୟିକ ସମ୍ମିଳନୀ ଏବଂ ଏକ୍ସପୋ ଭୁବନେଶ୍ବରସ୍ଥିତ ମେ ଫେୟାର ଲାଗୁନ୍ ବାଟିକା ଠାରେ ଆରମ୍ଭ ହୋଇଯାଇଛି। ଇଥୁଓପିଆର ଆମ୍ବାସାଡାର
Read More...

୧୬ରୁ ତିନି ଦିନ ରାଜ୍ୟ ସ୍ତରୀୟ ମତ୍ସ୍ୟ – ପ୍ରାଣୀ ସମାବେଶ ।

ଭୁବନେଶ୍ୱର, ୧୨-୦୨-୨୦୨୪( ପ୍ରତ୍ୟୁଷା ବ୍ୟୁରୋ) ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶାରେ ପ୍ରଥମଥର ରାଜ୍ୟ ସରକାର ଆୟୋଜନ କରିଛନ୍ତି l ଏଥିରେ ଓଡ଼ିଶାର ଗ୍ରାମାଞ୍ଚଳରେ ବହୁସଂଖ୍ୟକ ଲୋକ ଜୀବିକା ଓ ଉପାର୍ଜନ ପାଇଁ ସୁବିଧା ପାଇବେ ବୋଲି ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ
Read More...

ଫେବୃଆରୀ ୧୦ ରୁ ୧୯ ଫେଲେରିଆ ନିରାକରଣ ଅଭିଯାନ ସାମୁହିକ କରିବା ଔଷଧର ସେବନ ।

ଭୁବନେଶ୍ଵର ୦୬/୦୨/୨୪( ପ୍ରତ୍ୟୁଷା ବ୍ୟୁରୋ ) : ଫେଲେରିଆ ନିରାକରଣ ଅଭିଯାନ ସଂକଳ୍ପ ନେଇ ରାଜ୍ୟ ସରକାର ଫେବୃଆରୀ ୧୦ ତାରିଖ ରୁ ୧୯ ପର୍ଯ୍ୟନ୍ତ କାର୍ଯକ୍ରମ ଆୟୋଜନ କରିଛନ୍ତି l ଏହାକୁ ସଫଳ କରିବାକୁ ଆୟୋଜକ ରାଜ୍ୟ ସରକାରଙ୍କ ସହ ଗ୍ଲୋବାଲ ହେଲଥ ଷ୍ଟାଟେଜି ଏଵଂ ପି ସି ଆଇ ସହଯୋଗ
Read More...

୯ ରୁ ବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ ।

ଭୁବନେଶ୍ଵର ୦୭ /୦୨/ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଆର୍ଟ ଭିଜନର ସହଯୋଗରେ ଆସନ୍ତା ଫେବୃୟାରୀ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି ବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ । ଯେଉଁ ଓଡିଆ ଭାଷା ଆମ ଅସ୍ଥିତାର ପରିଚୟ, ସେହି ଭାଷା ହିଁ ଆମ
Read More...

୧୧ରେ ୧୦୦ କ୍ୟୁବ ଷ୍ଟାର୍ଟ – ଅପ ଅଭିଯାନ ହେବ ଆରମ୍ଭ ।

ଭୁବନେଶ୍ୱର ୦୫/୦୨( ପ୍ରତ୍ୟୁଷା ବ୍ୟୁରୋ ) ଆଇଆଇଟି ଭୁବନେଶ୍ବରର ଗବେଷଣା ଓ ଉଦ୍ୟମିତା ବିକାଶ ପାର୍କ ଆସନ୍ତା ଫେବ୍ରୁଆରି ୧୧ ତାରିଖରେ ୧୦୦ କ୍ୟୁବ୍ ଷ୍ଟାର୍ଟ-ଅପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ୨୦୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ସୁଦ୍ଧା ୧୦୦ କୋଟି ଟଙ୍କାର
Read More...

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟିତ ।

ଭୁବନେଶ୍ବର, 3.2.୨୪ ( ପ୍ରତ୍ୟୁଷା ବ୍ୟୁରୋ) : ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ । ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ
Read More...