Browsing Tag

Current news

ନବୀନଙ୍କୁ ସାକ୍ଷାତ କଲେ ମୋହନ ।

ଭୁବନେଶ୍ୱର, ୨୩ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ପୂର୍ବାହ୍ନ ରେ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋହନ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି
Read More...

କଳାହାଣ୍ଡିର ୩ ଲକ୍ଷରୁ ଅଧିକ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ବିପଦରେ; ବକ୍ସାଇଟ୍ ଖଣି ତୁରନ୍ତ ଖୋଲିବାକୁ ଦାବି

ଭୁବନେଶ୍ୱର, ୨୨ ଅଗଷ୍ଟ, ୨୦୨୫: ( ପ୍ରତ୍ୟୁଷା ବ୍ୟୁରୋ ) ଅଭୂତପୂର୍ବ ପ୍ରବାହରେ ହତାଶା ମଧ୍ୟରେ କଳାହାଣ୍ଡିର ପ୍ରାୟ ୫,୦୦୦ଦୁର୍ଦ୍ଦନଗ୍ରସ୍ତ ଗ୍ରାମବାସୀ, ଯୁବକ ଏବଂ ସମ୍ପ୍ରଦାୟ ନେତା ଆଜି ଲାଞ୍ଜିଗଡ଼ ଅଂଚଳିକ ବିକାଶ ପରିଷଦ (ଏଲଏଭିପି)ବ୍ୟାନର ତଳେ ଏକ ପ୍ରତିବାଦ ପାଇଁ ରାଜରାସ୍ତାକୁ
Read More...

ଓ ପି ଜି ସି ପାଳିଲା ୭୯ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ୧୬/୮/୨୦୨୫( ପି ଏନ ଏସ ) ଓଡିଶା ପାୱାର ଜେନେରେସନ କର୍ପୋରେସନ ( ଓ ପି ଜି ସି ) ଭୁବନେଶ୍ୱର ସ୍ଥିତ ଫରଚ୍ୟୁନ ଟାୱାର କର୍ପୋରେଟ କାର୍ଯ୍ୟାଳୟରେ ମହାସମାରୋମହରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଏହି ଅବସରରେ କର୍ପୋରେସନର ପରିଚାଳନା ନିର୍ଦେଶକ ଶ୍ରୀ କେଦାର ରଞ୍ଜନ
Read More...

ଓଡ଼ିଶା ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର ଶ୍ରୀ ସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବରେ ଯୋଗ…

କଟକ , ୧୩ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ ଏବଂ ୧୦୦ ବର୍ଷ ଧରି କଟକର ଶ୍ରୀ ସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ ପ୍ରଜ୍ବଳିତ କରି
Read More...

ହୋଟେଲ ନ୍ୟୁ ମାରିୟନ୍‌ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଓ ବିକ୍ରୟ ଆରମ୍ଭ

ଭୁବନେଶ୍ବର : ୧୪/୮/୨୫( ପ୍ରତ୍ୟୁଷା ବ୍ୟୁରୋ )ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଲ୍କ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନ୍’ ଥିମ ସହିତ ପାର୍ବଣ ଋତୁରଚାହିଦାକୁ ପୂରଣ କରିବା ପାଇଁ ନିଜର ଏଥେନିକ୍‌ ୱେଭସ୍, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ
Read More...

୬୫% ୩୫ ବର୍ଷରୁ କମ୍ : ବେଦାନ୍ତର ଯୁବ କର୍ମଶକ୍ତି ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକକୁ ଶକ୍ତିଶାଳୀ କରୁଛି ।

ଭୁବନେଶ୍ୱର, ୧୩ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଏହାର ଯୁବକର୍ମଶକ୍ତିଙ୍କ ଆଗ୍ରହ, ନବସୃଜନ ଏବଂ ପରିବର୍ତନଶୀଳ ପ୍ରଭାବକୁ ପାଳନ କରି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରିଛି,ଯେଉଁମାନେ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର
Read More...

ଆଇଟିଆଇ ପାଠ୍ୟକ୍ରମର ଉନ୍ନତିକରଣ ରୋଡମ୍ୟାପ୍‌ ପାଇଁ ଓଡ଼ିଶା ପ୍ରମୁଖ ଶିଳ୍ପୋଦ୍ୟୋଗୀମାନଙ୍କୁ ଏକାଠି କରିଛି ଆଇଟିଆଇ…

ଭୁବନେଶ୍ୱର, ୧୨/୦୮/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଜି ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ ବିଶେଷଜ୍ଞଙ୍କୁ ଏକତ୍ରିତ କରି ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ଉପରେ ଏକ ଉଚ୍ଚସ୍ତରୀୟ
Read More...