Browsing Tag

Current Breakingnews

ସାମ୍ବାଦିକଙ୍କୁ ପେନସନ : ତ୍ୱରିତ ବିଚାର ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ ।

ଭୁବନେଶ୍ୱର : ୦୫/୯/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା ଏବେ ସାମ୍ବାଦିକତା କରୁଥିବା ସାମ୍ୱାଦିକ ଓ ସାମ୍ବାଦପତ୍ର ସଂସ୍ଥା ସହିତ ସମ୍ପୃକ୍ତ କର୍ମଚାରୀଙ୍କ ମନରେ ଆଶା ସଂଚାର କରିଛି। ଦେଶରେ ୧୮ ଟି ରାଜ୍ୟ ଇତି ମଧ୍ୟରେ ସାମ୍ବାଦିକ ମାନଙ୍କୁ ଚି଼ହ୍ନଟ କରି
Read More...

ବିକାଶ ସଂସ୍ଥାର ୪୦ତମ ବାର୍ଷିକୋତ୍ସବ ପାଳିତ

ଭୁବନେଶ୍ବର : ୪/୯ ( ପ୍ରତ୍ୟୁଷା ବ୍ୟୁରୋ )ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଲୋକଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିବେ ନାହିଁ । ଅନ୍ୟ ପକ୍ଷରେ ବେସରକାରୀ ସଂଗଠନଗୁଡ଼ିକସରକାର କରିପାରୁ ନ ଥିବା କାର୍ଯ୍ୟକୁ ସଠିକ୍ ଭାବେ କାର୍ଯ୍ୟନ୍ଵୟନ କରି ସରକାରଙ୍କୁ ସମସ୍ତ ପ୍ରକାର ସହାୟତା
Read More...

ଅଲ ଓଡିଶା ପ୍ୟାକ୍ସ ଓ ଲାମ୍ପସ ଏମ୍ପ୍ଲଇଜ ଫେଡେରେସନ ପକ୍ଷରୁ ନୂଆ ଖାଇ ଭେଟ ଘାଟ ଏବଂ ଆନ୍ତର୍ଜାତୀକ ସମବାୟ ଦିବସ ପାଳିତ

ଭୁବନେଶ୍ୱର :୦୩/୯( ପି ଏନ ଏସ ) ସମବାୟ ସଙ୍ଗଠନ ଗୁଡିକ ମଜଭୁତ ହେଲେ ଦେଶର ପ୍ରଗତି ହେବ। ସମବାୟ ଉପରେ ନିର୍ଭର କରୁଥିବା ଦେଶର ଅଗଣିତ ଲୋକଙ୍କ ଆର୍ଥିକ ବିକାଶ ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କହିଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ। ସେ କହିଲେ
Read More...

ଷ୍ଟେଟ୍ ବ୍ୟାଙ୍କରେ ଜାତୀୟ କ୍ରୀଡ଼ା ଦିବସ

ଭୁବନେଶ୍ୱର, ୧/୯, ( ପ୍ରତ୍ୟୁଷା ବ୍ୟୁରୋ ) :ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ଵର ସର୍କଲ୍‌ରେଜାତୀୟ କ୍ରୀଡ଼ା ନିବସ ୨୦୨୫ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟରବିଭିନ୍ନ ସ୍ଥାନରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ କ୍ରୀଡ଼ାବିତଙ୍କୁସମ୍ବଦ୍ଧିତ କରାଯାଇଥିଲା | ରାଉରକେଲାର
Read More...

ବିଡିଏର ୪୩ତମ ପ୍ରତିଷ୍ଠା ଦିବସ: ‘ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଆମର ଲକ୍ଷ୍ୟ’ ।

ଭୁବନେଶ୍ୱର, ୦୧।୦୯,( ପ୍ରତ୍ୟୁଷା ବ୍ୟୁରୋ) : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୩ତମ ପ୍ରତିଷ୍ଠା ଦିବସ ସୋମବାର ଜୟଦେବ ଭବନରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର
Read More...

ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ୩୧ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଅନୌପଚାରିକ ବସ୍ତିରେ ଅନ୍ତର୍ଭୁକ୍ତୀକରଣ ଓ ବାସୋପଯୋଗୀ ସହରାଞ୍ଚଳ ବସତି ସ୍ଥାପନ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ (ଏଚଆଣ୍ଡୟୁଡିଡି) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି ।
Read More...

ଶୈକ୍ଷିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରାଉଛି ଶିକ୍ଷା ଗ୍ରାମ ଫାଉଣ୍ଡେସନ ଟ୍ରଷ୍ଟ

ଭୁବନେଶ୍ୱର : ୩୧ ଅଗଷ୍ଟ ୨୦୨୫ ( ପି ଏନ ଏସ ) ୧୬ ବର୍ଷ ପୂରଣ କରି ୧୭ ବର୍ଷରେ ପଦାର୍ପଣ କରିଛି ଶିକ୍ଷା ଗ୍ରାମ ଫାଉଣ୍ଡେସନ ଟ୍ରଷ୍ଟ। ଏହି ୧୭ ବର୍ଷ ଭିତରେ ଟ୍ରଷ୍ଟ ଶିକ୍ଷା, କ୍ରୀଡା ଓ ଆର୍ଥିକ କ୍ଷେତ୍ରରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଅତୁଳନୀୟ ସହଯୋଗ ଦେଇଛି। ପ୍ରାୟ ୧୦୦୦ ପିଲାଙ୍କୁ
Read More...

ସେପ୍ଟେମ୍ବର ୫ରୁ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ମହୋତ୍ସବ-୨୦୨୫

ଭୁବନେଶ୍ୱର : ୩୦ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ): ୩ ଦଶନ୍ଧିରୁ ଅଧିକ ସମୟର କଳାତ୍ମକ ଉତ୍କର୍ଷତାକୁ ସ୍ମରଣ କରି ସୃଜନ- ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ରୁ ୯ ତାରିଖ ୨୦୨୫ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପଠାରେ ପ୍ରତିଦିନ ସନ୍ଧ୍ୟା ୭ଟାରେ ୩୧ତମ
Read More...