ନୂଆ ବର୍ଷ ପୂର୍ବରୁ ସି ପି ଆଇ ଏମ ରାଜ୍ୟ ସରକାରକୁ ଦେଲା ଚେତାବନୀ । ଟାଟା ପ୍ରୀତି ନ ଛାଡିଲେ ଐକବଦ୍ଧ ସଂଗ୍ରାମ ହେବ : ସୁରେଶ ଚନ୍ଦ୍ର ପାଣିଗ୍ରାହୀ ।
ଭୁବନେଶ୍ୱର ,୨୯/୧୨/୨୦୨୫,( ପ୍ରତ୍ୟୁଷା ବ୍ୟୁରୋ ): ରାଜ୍ୟରେ ବିଜେପି ସରକାର ସବୁ କ୍ଷେତ୍ରରେ ଲୋକ ବିରୋଧୀ କାମରେ ଲିପ୍ତ ଅଛି ଏଣୁ ଏଥିରୁ ନିବୃତ୍ତ ନ ରହିଲେ ଐକବଦ୍ଧ ସଂଗ୍ରାମକୁ ଓହ୍ଲାଇଵ ରାଜ୍ୟ ସି ପି ଆଇ ଏମ ବୋଲି ସରକାରକୁ ଚେତାବନୀ ଦେଇଛନ୍ତି ସମ୍ପାଦକ ସୁରେଶ ପାଣିଗ୍ରାହୀ। ସେ ସୋମବାର ଏକ ପ୍ରେସ ମିଟ ରେ କହିଛନ୍ତି ।ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଓଡ଼ିଶା ରାଜ୍ୟ ସଂପାଦକମଣ୍ଡଳୀ, ୨୦୨୫ ବର୍ଷ ଶେଷରେ ରାଜ୍ୟର ସାମଲ୍ଲିକ ପରିସ୍ଥିତିର ସମୀକ୍ଷା କରି ଓଡ଼ିଶାର ଲୋକଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରୁଥିବା ନିମ୍ନଲିଖୁତ କୂଳର ସମସ୍ୟାଗୁଡ଼ିକ ନେଇ ଗଭୀର ଚିନ୍ତା ପ୍ରକାଶ କରୁଛି;(୧) ଟାଟା ପାଇ ଦ୍ଵାରା ସ୍ମାର୍ଟ ମିଟର ମାଧ୍ଯମରେ ବିଦ୍ୟୁତ ଗ୍ରାହକମାନଙ୍କୁ ଲୁଟ:ବାଟା ପାୱାର କମ୍ପାନୀ ଦ୍ୱାରା ବାଧ୍ୟତାମୂଳକ ସ୍ମାର୍ଟ ମିଟର ଲସାଇବା ଫଳରେ ଗ୍ରାହକମାନେ ବ୍ୟାପକ ହଇରାଣ ଭୋଗୁଛନ୍ତି । ରାଜ୍ୟ ସରକାର ନୀରବ ଦର୍ଶକ ହୋଇ କର୍ପୋରେଟ୍ ସ୍ୱାର୍ଥକୁ ସାଧାରଣ ଲୋକଙ୍କ ଟିକସରେ ସୁରକ୍ଷା ଦେଉଛନ୍ତି । ଘରେ ଘରେ ସ୍ମାର୍ଟ ମିଟର ଇଗାଇବା ପାଇଁ ରାଜ୍ୟ ସରକାର ଟାଟା ପାୱାର କମ୍ପାନୀ ପାଇଁ ୩୭୫ କୋଟି ଟଙ୍କା ଚିନିଯୋଗ କରିବେ । ଗ୍ରାହକମାନେ ଟଙ୍କା ପ୍ରଦାନ କରିବା ପାଇଁ ବୋଝ ଭାବି ସ୍ମାର୍ଟ ମିଟର ସଂଯୋଗକୁ ବିରୋଧ କରାଯାଇନାହିଁ । ନୀତିଗତ ଭାବେ ସ୍ମାର୍ଟ ମିଟର ସଂଯୋଗକୁ ବିରୋଧ କରାଯାଇଛି । ସରକାର ଯଦି ସ୍ମାର୍ଟ ମିଟର ବାବଦରେ କମ୍ପାନୀର ସ୍ୱାର୍ଥ ପାଇଁ ଗ୍ରାହକମାନଙ୍କୁ ସଂଗଠିତ ଭାବେ ଆଧୁନିକ ଉପାସରେ ଶୋଷଣ କରିବା ନିମନ୍ତେ ଅନୁମୋଦନ କରୁଛନ୍ତି, ତେବେ ବିଦ୍ୟୁତ୍ କ୍ଷେତ୍ରରେ ଘରୋଇ (Domestic) ଗ୍ରାହକମାନଙ୍କୁ ପ୍ରତି ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣା ଦେବାରେ ଅସୁବିଧା କେଉଁଠି ? ଏବଂ କୃଷି କ୍ଷେତ୍ର ପାଇଁ ବିଦ୍ୟୁତ୍ ସଂପୂର୍ଣ ରିହାତି ପ୍ରଦାନ ପାଇଁ ଅସୁବିଧା କେଉଁଠି ? ସରକାର ଲୋକଙ୍କର ନା ଟାଟା କମ୍ପାନୀର ? ଟାଟା କମ୍ପାନୀର ଦଲାଲି ନୀତି ବନ୍ଦ କରିବା, ସ୍ମାର୍ଟ ମିଟର ସଂଯୋଗ ବାତିଲ କରିବା ଏବଂ ଅତିଶିକ୍ତ ଅମାନତ/ସୁରକ୍ଷା ଜମା ଅର୍ଥ ପ୍ରଦାନ ନୋଟିସ୍ ବାଡିର କରିବା ପାଇଁ ସି.ପି.ଆଇ.(ଏମ୍) ଦାବି କରୁଛି ।(୨) ବିଧାୟକମାନଙ୍କ ଦରମା, ପେନ୍ସନ୍ ଏବଂ ଭତ୍ତା ବୃଦ୍ଧିର ଜନବିରୋଧୀ ନିଷ୍କର;ରାଜ୍ୟ ସରକାର ନିର୍ଲଜ ଭାବେ ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନ୍ସନ୍ ବଢାଇଛନ୍ତି । ସାରା ରାଜ୍ୟରେ ପ୍ରତିବାଦ ଆନ୍ଦୋଳନ ପରେ ସରକାରୀ ଦଳ ଏବଂ ବିରୋଧୀ ଦଳ ପୁନର୍ବିଚାର କରିବା କଥା କହି ମୁଖ ରଜା ଘୋଡ଼ାଇବା ପାଇଁ ନିଜର ଗ୍ୟାମେଜ୍ କଣ୍ଟ୍ରୋଲ ନିମନ୍ତେ ଉଦ୍ୟମ କରୁଛନ୍ତି । ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନ୍ସନ୍ ବୃଦ୍ଧି ସମ୍ପର୍କିତ ଜନ ବିରୋଧୀ ବିଲ – ୨୦୨୫କୁ ସଂପୂର୍ଣ ବାଡିଲ୍ କରିବା ପାଇଁ ସି.ପି.ଆଇ.(ଏମ୍) ଦାବି କରୁଛି ।ସରକାର ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ବର୍ଷିତ ମାସିକ ମଜୁରୀ, ଶ୍ଚିମ୍ ଶ୍ରମିକମାନଙ୍କ ପାଇଁ ଯଥାର୍ଥ ପାରିଶ୍ରମିକ, ବୃଦ୍ଧାବସ୍ଥା ପେନ୍ସନ୍ ବୃଦ୍ଧି ଏବଂ କ୍ଷୁଦ୍ର କୃଷକ ଓ କୃଷି ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଏବଂ ପେନ୍ସନ୍ ସୁନିଶ୍ଚିତ କରିବାକୁ ସରକାର ଅସ୍ୱୀକାର କରୁଛନ୍ତି । ଏହା ଶାସକ ଦଳର ବର୍ଗଗଡ଼ ପକ୍ଷପାତ ନୀତିକୁ ପ୍ରକାଶ କରୁଛି । ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, କି.ମ୍ ଶ୍ରମିକ, କୃଷି ଶ୍ରମିକ, ଗ୍ରାମୀଣ ଶ୍ରମିକ, ଘରୀବ ଚାଷୀ, ଚାଷୀ, ବୃଦ୍ଧ-ବୃଦ୍ଧା ଇତ୍ୟାଦି ସମସ୍ତଙ୍କ ପାଇଁ ଉପଯୁକ୍ତ ମାସିକ ଦରମା, ଦୈନିକ ମଜୁରୀ, ପେନ୍ସନ୍, ଇଚ୍ଛା ଏବଂ ଚାଷୀ ଫସଲର ଉଚିତ୍ ମୂଲ୍ୟ ପ୍ରଦାନ କରିବା ପାଇଁ ୱି.ପି.ଆଇ.(ଏମ୍) ଦାବି କରୁଛି ।(୩) ଧାନ କୂପରେ ବିଶୃଙ୍ଖଳା ଓ କୃଷକମାନଙ୍କ ଦୁର୍ଦ୍ଦଶା:ମଣ୍ଡିଗୁଡ଼ିକରେ ଧାନ କ୍ରୟ ଚରମ ଅବ୍ୟବସ୍ଥା, ଦୁର୍ନିତୀ ଓ ସାମଗ୍ରିକ ଭାବେ ବିଳମ୍ବିତ ପ୍ରକ୍ରିୟା ଚିହ୍ନିତ ହୋଇଛି । ଟୋକନ୍ ହେଲିରେ ଆସିବା, ଧାନ ନ ଉଠାଇବା, ଧାନର ମାନ ପରୀକ୍ଷାରେ ମନଇଛା କଟନୀ ଛଟନୀ ଏବଂ ଦେୟ ପ୍ରଦାନରେ ଅତି ବିଜମ ଯୋଗୁଁ କୃଷକମାନେ ଦୁର୍ଦ୍ଦଶାରେ ପଡ଼ିଛନ୍ତି । ନବରଙ୍ଗପୁର, ବରଗଡ଼, ସମ୍ବଲପୁର ଏବଂ ଅନନ୍ୟ ଅନେକ ଜିଲ୍ଲାରେ ବ୍ୟାପକ କୃଷକ ଆନ୍ଦୋଳନ ଗଭୀର କୃଷି ସଙ୍କଟ ଓ ସରକାରୀ ଉଦାସୀନତାକୁ ପ୍ରତିଫଳିତ କରୁଛି । ସରକାର କର୍ଣପାତ କରୁନାହାଁନ୍ତି । (୪) ମହିଳା ଓ ନାବାଳିକାମାନଙ୍କ ବିରୁଦ୍ଧରେ ଜଘନ୍ୟ ଅପରାଧଚାନ୍ଦବାଲିରେ ଜଣେ ନାବାଳିକାଙ୍କୁ ଦୁଃଖର୍ମ ଓ ହତ୍ୟା ଓଡ଼ିଶାର ଲୋକଙ୍କ ବିବେକକୁ ଆଘାତ ଦେଇଛି । ଏହା ଏକ ଏକଲା ନିମ୍ବା ବିଚ୍ଛିନ୍ନ ଘଟଣା ନୁହେଁ; ବର୍ଷସାରା ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ଯୌନ ହିଂସା ଅପରାଧର ଅନେକ ନାରକୀୟ ଘଟଣା ଘଟିଛି । ଆଠନ-quଳା ବ୍ୟବସ୍ଥାର ଚରମ ବିଫଳତା ଓ ଶୀଘ୍ର ତ୍ବରିତ ନ୍ୟାସର ଅଭାବ ଅପରାଧୀମାନଙ୍କୁ ଉତ୍ସାହିତ କରିଛି ଏବଂ ଭକ୍ଷର ଚାଡାଚରଣ ସୃଷ୍ଟି କରିଛି । ଅପରାଧ ନିୟନ୍ତ୍ରଣ ହେଉନାହିଁ ।(୫) ସଂଖ୍ୟାଲଘୁ ସଂପ୍ରଦାୟ ଓ ପ୍ରବାସୀ ଶ୍ରମିକମାନଙ୍କ ଉପରେ ବଢ଼ୁଥିବା ଆକ୍ରମଣ:୨୦୨୫ ବର୍ଷରେ ବିଶେଷକରି ଶେଷ ସପ୍ତାହରେ ଓଡ଼ିଶାରେ ଧାର୍ମିକ ସଂଖ୍ୟାବଳରୁ ସଂପ୍ରଦାୟ ଓ ପ୍ରବାସୀ ଶ୍ରମିକମାନଙ୍କ ଉପରେ ଆକ୍ରମଣ ଏକ ଚିନ୍ତାଜନକ ବୃଦ୍ଧି ଦେଖୁବାକୁ ମିଳୁଛି । ସମ୍ବଲପୁରରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ନିର୍ମମ ହତ୍ୟା ଏବଂ ପୁରୀରେ ସାନ୍ତା କ୍ଲକ୍ ଜିନିଷ ବିକ୍ରି କରୁଥିବା ରାସ୍ତାକଡ଼ ବିଜେତାମାନଙ୍କ ଉପରେ ହିଂସାତ୍ମକ ଆକ୍ରମଣ ସାଂପ୍ରଦାୟିକ ବିଶ୍ଲେଷର ଭୟଙ୍କର ବ୍ୟାପ୍ତିକୁ କନ୍ମୋଚନ କରିଛି। ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଖୋଲାଖୋଲି ଧମକ, ଭୟ ଦେଖାଇବା ଓ ଜୀବିକାର ଅଧୁକାରରୁ ବସ୍ତୁତ କରାଯାଉଛି, କିନ୍ତୁ ରାଜ୍ୟ ପ୍ରଶାସନ ସେମାନଙ୍କ ସୁରକ୍ଷା ଓ ସାମ୍ବିଧାନିକ ଅଧୁକାର ଗୁନିଶ୍ଚିତ କରିବାରେ ବିଫଳ ହୋଇଛି । ଏହି ଘଟଣାଗୁଡ଼ିକୁ ସି.ପି.ଆଇ.(ଏମ୍) କଠୋର ଭାବେ ନିନ୍ଦା କରୁଛି । ସମସ୍ତ ଘଟଣାର ଜଳଗରୀୟ ତଦନ୍ତ କରି ନ୍ୟାୟ ପ୍ରଦାନ(୬) ଜିରେ ଆଦିବାସୀ ଛାତ୍ରଙ୍କୁ ହତ୍ୟା:କିଛିଦିନ ତଳେ ଭୁବନେଶ୍ଵର ଜିସ୍ରେ ଜଣେ ଆଦିବାସୀ ଛାତ୍ରଙ୍କ ସଜନକ ମୃତ୍ୟୁ ପାଇଁ ବିଚାର ବିଭାଗୀୟ ତଦଳ ସି.ପି.ଆଇ.(ଏମ୍) ଦାବି କରୁଛି । ଏହାକୁ ଚଞ୍ଚକତାପୂର୍ଣ ଭାବେ “ହୃଦ୍ଘାତ” ଜନିତ ମୃତ୍ୟୁ ବୋଲି କିମ୍ବ ଚକିଟାଲ୍ ଏବଂ କିଟ୍-ଡିସ୍ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ଏହି ଘଟଣା ଯାହା ଚହୁତ ସନ୍ଦେହ ଓ ଚିନ୍ତା ସୃଷ୍ଟି କରିଛି। ଯାହା ସତ୍ୟ ଜାଣିବା ଓ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦରକାର ।(୭) ପ୍ରଦୂଷଣ ପ୍ରମାଣପତ୍ର (PUC) ସମସ୍ୟା:ସରକାର ମନମୁଖୀ ଭାବେ ନିଜର ପୋଷଣା କରିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ନଥୁବା ଗାଡ଼ିକୁ ପେଟ୍ରୋଲ ଓ ଡ଼ିଜେଇ ଦିଆଯିବ ନାହିଁ, ଏହି ନିକରି ସାଧାରଣ ଲୋକଙ୍କୁ ବହୁତ ଅସୁବିଧାରେ ପକାଇଛି । ଜନ ସାଧାରଣଙ୍କୁ ଜାଗ୍ରତ କରିବା, ସଚେତନ କରାଇବା ଓ ସହାୟତା କରିବା ବଦଳରେ, PUC ପ୍ରମାଣପତ୍ରକୁ ଲୋକଙ୍କୁ ହଇରାଣ କରିବାର ହଳିଆର ଭାବେ ବ୍ୟବହାର କରାଯାଉଛି । ଇଛାମୁତାବକ କୋରିମାନା ଆଦାୟ କରାଯାଉଛି । ଏହି ଲୋକବିରୋଧୀ ନିଷ୍ଟଲିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସି.ପି.ଆଇ.(ଏମ୍) ବାକି(1″) ଐଜୀବଦ୍ଧ ସଂଗ୍ରାମ ପାଇଁ ଆହ୍ବାନ ଓ ନୂଆବର୍ଷ ଶୁଭେଚ୍ଛା:ଭାରତର ମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓଡ଼ିଶା ରାଜ୍ୟ କମିଟି, ୨୦୨୬ ପାଇଁ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜ୍ଞାପନ କରୁଛି । ଆମେ ସମସ୍ତ ଗଣତାରିକ, ଧର୍ମନିରପେକ୍ଷ ଓ ପ୍ରଗତିଶୀଳ ଶକ୍ତିମାନଙ୍କୁ ଏକାଠି କରି ଲୋକଙ୍କ ପ୍ରସଙ୍ଗ ଗୁଡ଼ିକରେ ଐକ୍ୟବଦ୍ଧ ହେବାକୁ ଏବଂ ସାଂପ୍ରଦାୟିକତା, କର୍ପୋରେଟ୍ ଲୁଟ୍, ଦମନ ଏବଂ ହୃକ୍ଷକ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଗ୍ରାମକୁ ତୀବ୍ରତର କରିବାକୁ ଆହ୍ୱାନ ଜଣାଉଛି । କେବଳ ଐକ୍ୟବଦ୍ଧ ଗଣଆନ୍ଦୋଳନ ହିଁ ଲୋକଙ୍କ ପାଇଁ ନ୍ୟାୟ, ମର୍ଯ୍ୟାଦା ଓ ଗରମ ଭବିଷ୍ୟତ ସୁନିଶ୍ଚିତ କରିପାରିବ ଏବଂ କର୍ପୋରେଟ୍ ସାଂପ୍ରଦାୟିକ ମଧୁ ଚନ୍ଦ୍ରିକାକୁ ପରାସ୍ତ କରିପାରିବ ଏବଂ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଭାରତବର୍ଷକୁ ରକ୍ଷା କରାଯାଇପାରିବ ବୋଲି ସି.ପି.ଆଇ.(ଏମ୍) ତରଫରୁ କୁହାଯାଇଛି।