ପ୍ରତ୍ୟୁଷା ପଢ଼ାରେ ମଗ୍ନ ମନ୍ତ୍ରୀ ରଘୁ ନନ୍ଦନ

0 172

ଭୁବନେଶ୍ୱର 16/4( ଏଜେନସି )
ସ୍ମାର୍ଟ ସିଟି ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ଳୋକ ପ୍ରିୟ ଦ୍ବିଭାଷୀ ସମ୍ବାଦପତ୍ର ” ପ୍ରତ୍ୟୁଷା ” ପଠନରେ ମଗ୍ନ ଓଡିଶା ସରକାରର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ l ଉଲ୍ଲେଖ ଯେ, ପ୍ରତ୍ୟୁଷା ଉଭୟ ଛପା ଓ ସାମାଜିକ ଗଣମାଧ୍ୟମ ୱେବ ପୋର୍ଟାଲ ଏବଂ ୟୁବ ଟ୍ୟୁବ ଚାନେଲରେ ପାଠକଙ୍କ ପାଖରେ ପହଂଚିପାରୁଛି

Leave A Reply

Your email address will not be published.