Browsing Category
ଓଡିଶା
4th International Association of Jesuit Engineering Schools(IAJES) Summit 2024 grand success.
Bhubaneswar: 12 July 2024 ( Pratyusha News ) : The 4th International Association of Jesuit Engineering Schools (IAJES) Summit 2024 was held at XIM University, Bhubaneswar, from July 10th to 12th, 2024. This global gathering aimed to foster!-->…
Read More...
Read More...
କ୍ୟାବିନେଟର ୫ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ସର୍ବନିମ୍ନ ମଜୁରି ୨୫% ବୃଦ୍ଧି ପାଇବ
ଭୁବନେଶ୍ବର, 10.07.24 ( ପ୍ରତ୍ୟୁଷା ବ୍ୟୁରୋ ) : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି।!-->!-->!-->…
Read More...
Read More...
ଆଲେନ୍ ଭୁବନେଶ୍ୱର ପକ୍ଷରୁ ସୌର୍ଯ୍ୟ ବନ୍ଦନ କାର୍ଯ୍ୟକ୍ରମରେ କାର୍ଗିଲ ସହିଦଙ୍କ ପରିବାରକୁ ସମ୍ବର୍ଦ୍ଧନା ।
ଭୁବନେଶ୍ୱର, 9.07.24 ( ପ୍ରତ୍ୟୁଷା ବ୍ୟୁରୋ ) : ଦେଶର ସୁରକ୍ଷା ଓ ଲୋକମାନଙ୍କ ପରିବାର ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍, ଭୁବନେଶ୍ୱର ପକ୍ଷରୁ ମଙ୍ଗଳବାର ଏକ ଭବ୍ୟ ସୌର୍ଯ୍ୟ ବନ୍ଦନ କାର୍ଯ୍ୟକ୍ରମ!-->…
Read More...
Read More...
ଭୁବନେଶ୍ବରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଲେ…
ଭୁବନେଶ୍ଵର :(ଜୁଲାଇ ୯, ୨୦୨୪) ଭୁବନେଶ୍ବରଠାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ!-->…
Read More...
Read More...
ରଥଯାତ୍ରା ପାଇଁ ଆଇଟିସି ନିମାଇଲର ସ୍ୱତନ୍ତ୍ର ପଦକ୍ଷେପ “ଶୁଦ୍ଧ ଶୁଭାରମ୍ଭ” ।
ପୁରୀ, 6.07.24 ( ପ୍ରତ୍ୟୁଷା ବ୍ୟୁରୋ ) :ଆଇଟିସିର ଅଗ୍ରଣୀ ଫ୍ଲୋର୍ କ୍ଲିନର ବ୍ରାଣ୍ଡ ଚଳିତ ରଥଯାତ୍ରାରେ ‘ନିମାଇଲ ଶୁଦ୍ଧ ଶୁଭାରମ୍ଭ’ ନାମରେ ଏକ ସ୍ୱତନ୍ତ୍ର ପ୍ରୟାସର ଆରମ୍ଭ କରିଛି- ଏହା ହେଉଛି ନୀମ ଆଧାରିତ ନିମାଇଲ ସହ ରଥଯାତ୍ରାର ସମଗ୍ର ପଥକୁ ସ୍ୱଚ୍ଛ କରିବା ପାଇଁ ଏକ!-->!-->!-->…
Read More...
Read More...
ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, 4.07.24 ( ପ୍ରତ୍ୟୁଷା ବ୍ୟୁରୋ) :
Read More...
Read More...
ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍ଭି ଏରୋ; ୟୁଏସ୍ଏରେ ୧୪…
ଭୁବନେଶ୍ୱର, ୦୨/୭ (ପ୍ରତ୍ୟୁଷା ବ୍ୟୁରୋ) : ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ!-->…
Read More...
Read More...
ସନି ଲିଓନିଙ୍କ ଦ୍ଵାରା ଷ୍ଟାର ଷ୍ଟ୍ରେକ୍ ଉତ୍ପାଦର ଶୁଭାରମ୍ଭ ।
ଭୁବନେଶ୍ୱର. 1.07.24 ( ପ୍ରତ୍ୟୁଷା ବ୍ୟୁରୋ ) : ଜୁଲାଇ ପହିଲାରେ ଭୁବନେଶ୍ୱରରେ ସନ୍ନି ଲିଓନିଙ୍କ ଷ୍ଟାର ଷ୍ଟ୍ରକ୍ ମେକଅପ୍ ବ୍ରାଣ୍ଡକୁ ରୁପାଲି ଛକ ସ୍ଥିତ ବ୍ରାଇଡଲ ମଲ୍ ଓ ଉତ୍କଳ କନିକା ଗାଲେରିଆ ମଲ୍ ଓ ଡିଏନ୍ ରେଗାଲିଆ ମଲ୍ ସେଲୁନ୍ର ଶୁଭାରମ୍ଭ କରାଯାଇଛି। ସନ୍ନି ଲିଓନି ଏବଂ ଶ୍ରୀ!-->…
Read More...
Read More...
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କଲେ ମନୋଜ୍ ଆହୂଜା ।
ଭୁବନେଶ୍ଵର ୩୦/୬( ପ୍ରତ୍ୟୁଷା ବ୍ୟୁରୋ ) :ଶ୍ରୀ ମନୋଜ ଆହୁଜା ଆଜି ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଆଜି ଅପରାହ୍ଣରେ ଲୋକସେବା ଭାବନରେ ଶ୍ରୀ ଆହୁଜା ଅବସରଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ!-->…
Read More...
Read More...
ଅଖିଳ ଭାରତ ୩ୟ ଶ୍ରେଣୀ ଡାକ କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳ ର ଦ୍ବାଦଶ ଦ୍ଵିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ।
ଭୁବନେଶ୍ଵର , ୩୦/୬( ପ୍ରତ୍ୟୁଷା ବ୍ୟୁରୋ) :ଅଖିଳ ଭାରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘ ଭୁବନେଶ୍ବର ଶାଖାର ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ ୩୦ ଜୁନ ୨୦୨୪ରେ ଭୁବନେଶ୍ୱର ବ୍ଲାଇଣ୍ଡ ଆସୋସିଏସନ୍ ସମ୍ମିଳନୀ କକ୍ଷରେ ସଂଘର ସଭାପତି ସାଥି ଲିଙ୍ଗରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ!-->…
Read More...
Read More...