Browsing Tag

ODISHA NEWS

ଯାଜପୁର ଓ କଟକ ଶୋ’ରୁମ ଶୁଭାରମ୍ଭ ସହିତ ଓଡିଶାରେ ନିଜର ଉପସ୍ଥିତି ସୁଦୃଢ କରିଛି କିସ୍‌ନା ।ରାଜ୍ୟରେ ଏହାର ୩ୟ ଓ ୪ର୍ଥ…

ଯାଜପୁର /କଟକ ୦୨ ମାର୍ଚ୍ଚ ( ପ୍ରତ୍ୟୁଷା ବ୍ୟୁରୋ ) : କିସ୍‌ନା ଡାଇମଣ୍ଡ ଓ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଓଡିଶାରେ ଏହାର ୩ୟ ଓ ୪ର୍ଥ ଶୋ’ରୁମର ବିଶାଳ ଉଦ୍‌ଘାଟନ କରାଯାଇଛି ଯାହା ଯାଜପୁର ଓ କଟକରେ ଅବସ୍ଥିତ। ଯାଜପୁର ଶୋ’ରୁମ ବ୍ୟାସନଗରସ୍ଥିତ ଚୋର୍‌ଦା ବଜାରର ମହାବୀର କଲୋନୀରେ ଅବସ୍ଥିତ ଥିବା
Read More...

ଲେଖା ଶ୍ରୀ ପ୍ରଭାତଙ୍କୁ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା ମାଗନ୍ତୁ ।

ଭୁବନେଶ୍ବର, 1.04.26 ( ପ୍ରତ୍ୟୁଷା ବ୍ୟୁରୋ ) :ଜଳଯୋରାଣ ସଂଘର ମୁଖ୍ୟ ତଥା କଟକ- ଚୌଦ୍ଵାର ପୂର୍ବତନ ବିଧାୟକ ଡଃ, ପ୍ରଭାତରଞ୍ଜନ ବିଶ୍ବାଳଙ୍କ ଉପରେ ବିଜେଡ଼ି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ଗତ ୨୧-୩-୨୦୨୬ ତାରିଖରେ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେଉଁ
Read More...

ହାଇଟେକ୍ ମେଡିକାଲ୍ କଲେଜରେ ଏଆରଟି ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ବର,30.03.26 : ( ପ୍ରତ୍ୟୁଷା ବ୍ୟୁରୋ ) ହାଇଟେକ୍ ମେଡିକାଲ କଲେଜ୍‌ ଓ ହସପିଟାଲ ପରିସରରେ ଏଆରଟିସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତିପାଣିଗ୍ରାହୀ ଏବଂ ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ ଏଆରଟି ସେଣ୍ଟରକୁ
Read More...

ଭୁବନେଶ୍ୱରରେ ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬…

ଭୁବନେଶ୍ୱର | 25.03.26( ପ୍ରତ୍ୟୁଷା ନ୍ୟୁଜ): ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ, ଓଡ଼ିଶା ଆଥ୍‌ଲେଟିକ୍ସ ସଂଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ପ୍ରୟାସରେ ଭୁବନେଶ୍ୱରର କଳିଙ୍ଗ
Read More...

ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ପାଇଁ ସଦାଶିବ ରାଜଗୁରୁଙ୍କ ସୁନାମ ବଢୁଛି ।

ଭୁବନେଶ୍ବର , 22.03.26 ( ପ୍ରତ୍ୟୁଷା ବ୍ୟୁରୋ): କଟକ ଏସ ସି ବି ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ଓ ରୋଗୀ ମୃତ୍ୟୁ ଖବର ଆସିଲେ କ'ଣ ସାମ୍ନାକୁ ଆସେ ସାଧାରଣ ଲୋକେ ହୁଏତ ଅବଗତ ନ ଥିବେ ମାତ୍ର ସରକାର ଅବଗତ ଥିବେ । ସରକାରୀ ସ୍ତରରେ ନିଯୁକ୍ତି ପାଉଥିବା ଅଗ୍ନି ନିରାପତ୍ତା କର୍ମଚାରୀ ନିଶ୍ଚୟ
Read More...

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ ।

ଭୁବନେଶ୍ୱର,1.03.26 ( ପ୍ରତ୍ୟୁଷା ବ୍ୟୁରୋ ): ଭୁବନେଶ୍ୱରରେ ଓଡିଶା ସରକାରଙ୍କ ଗୃହ, ଶିଳ୍ପ ଓ ଆଇଆଣ୍ଡପିଆର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ ଶ୍ରୀ ହେମନ୍ତ ଶର୍ମା ସିଆଇଆଇ ଓଡିଶା ମାଇନିଙ୍ଗ ଆଣ୍ଡ କନ୍‌ଷ୍ଟ୍ରକ୍‌ଶନ ଇକ୍ୱିପମେଂଟ ଏକ୍ସପୋ (ଓଏମସିଇ) ୨୦୨୬ର ପ୍ରଥମ ସଂସ୍କରଣର
Read More...

ଅପରେସନ ସାଇବର କବଚ”ରେ ଓଡ଼ିଶା ପୋଲିସର ବ୍ୟାପକ ସଫଳତା ।

ଭୁବନେଶ୍ୱର : ୧୭/୩/୨୬( ପ୍ରତ୍ୟୁଷା ବ୍ୟୁରୋ ) ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୁଦ୍ଧରେ ଓଡ଼ିଶା ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟବ୍ୟାପୀ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିବା ସ୍ଵତନ୍ତ୍ର ଅଭିଯାନ “ଅପରେସନ ସାଇବର କବଚ” ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ
Read More...

ଭୁବନେଶ୍ବରରେ ଆୟୋଜିତ ହୋଇଛି ଜାମସ୍ ପ୍ରକଳ୍ପର ବିସ୍ତାରସଭା ।

ଭୁବନେଶ୍ବର, ୧୧ ମାର୍ଚ୍ଚ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ ) ସ୍କିଜୋଫ୍ରେନିଆ ଗବେଷଣା ସଂସ୍ଥା ( schizophrenia Research Foundation ) SCARF India ଦ୍ବାରା ଜାମସ୍ ପ୍ରକଳ୍ପ ର ଏକ ପ୍ରସାରଣସଭା ୧୧ ମାର୍ଚ୍ଚ ୨୦୨୬ ରେ ଭୁବନେଶ୍ବରର ହୋଟେଲ ଏକ୍ସେଲେନ୍ସିରେ ଆୟୋଜିତ ହୋଇ ଯାଇଛି ଏହି
Read More...