Browsing Tag

Current Breakingnews

ଆଜିଠୁ ଓଡ଼ିଶା ରାଜ୍ୟ ଭରୋତ୍ତୋଳନ ଚାମ୍ପିୟନସିପ୍ସ।

ଭୁବନେଶ୍ୱର, ତା ୧୫.୧୦.୨୩. ( ପ୍ରତ୍ୟୁଷା ବ୍ୟୁରୋ) :କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଭରୋତ୍ତୋଳନ ସଙ୍ଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ରାଜ୍ୟ ଭରୋତ୍ତୋଳନ ଚାମ୍ପିୟନସିପ୍ସ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି Iସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ
Read More...

ଫୁଲନଖରା ଗ୍ରାଣ୍ଡ ବଜାରରେ ଟି ଏମ ହୋଲସେଲ ଷ୍ଟୁଡ଼ିଓ ଉଦଘାଟିତ l

କଟକ 15 /10, ( ପ୍ରତ୍ୟୁଷା ବ୍ୟୁରୋ): ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲୁଗାପଟା ବ୍ୟବସାୟରେ ସୁନାମ ଅର୍ଜିଥିବା ଟିଏମ ଯୋଗେଶ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡ଼ର ନୂଆ ଶୋ'ରୁମ "ଟିଏମ ହୋଲସେଲ ଷ୍ଟୁଡ଼ିଓ" ଫୁଲନଖରା ନିକଟରେ ଅବସ୍ଥିତ ଗ୍ରାଣ୍ଡ ବଜାରରେ ପୋଲିସ(କ୍ରାଇମ ବ୍ରାଞ୍ଚ)ର
Read More...

ପାର୍ବଣ-୨୦୨୩ ପାଇଁ ପ୍ରସ୍ତୁତ କ୍ୟାରେଟ୍‌ଲେନ୍।

ଭୁବନେଶ୍ୱର,୧୪/୧୦, ( ପ୍ରତ୍ୟୁଷା ବ୍ୟୁରୋ): ତିନିସ୍କର ପାର୍ଟନରଶିପ୍ ଷ୍ଟୋର ତଥା ଦେଶର ଅନ୍ୟତମ ଅଗ୍ରଣୀ ଓମ୍‌ନିଚ୍ୟାନେଲ ଗହଣା ନିର୍ମାତା କ୍ୟାରେଟ୍‌ଲେନ୍ ପାର୍ବଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ପୂଜା ଅବସରରେ କମ୍ପାନି ପକ୍ଷରୁ ଏକ ଆକର୍ଷଣୀୟ କଲେକ୍ସନ ‘ଆଲ୍‌ପୋନା’ର ବଜାର
Read More...

ଯୁବକଙ୍କ ପରିକଳ୍ପନା ରେ ତିଆରି କାଳ୍ପନିକ ତୋରଣ ରେ ଝଲସିବ ସହିଦ ନଗର ଦୁର୍ଗାମଣ୍ଡପ।

ଭୁବନେଶ୍ୱର-ତା୯.୧୦.୨୩ ( ପ୍ରତ୍ୟୁଷା ବ୍ୟୁରୋ):ଆସନ୍ତା ଦୁର୍ଗା ପୂଜା ଅବସରରେ ଆଜି ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସମିତି ର ସଭାପତି ହେମନ୍ତ ପରିଡା,ସମ୍ପାଦକ ସଚ୍ଚିଦାନନ୍ଦ
Read More...

ସରକାର ଶୀତଳ ଭଣ୍ଡାରଗୁଡିକର ପୁନଃଉଦ୍ଧାର ପାଇଁ ଆଖି ବୁଜି ଦେଇଛନ୍ତି।

ଭୁବନେଶ୍ବର, 8/10/23 (ପ୍ରତ୍ୟୁଷା ବ୍ୟୁରୋ):ରବିବାର ଓଡିଶା ଶୀତଳ ଭଣ୍ଡାର ସଂଘର ବାର୍ଷିକ ଅଧୃବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ର ସମସ୍ତ ଜିଲ୍ଲାରୁ ଶୀତଳ ଭଣ୍ଡାର ଉଦ୍ୟୋଗୀ ମାନେ ଯୋଗଦାନ ଦେଇଥିଲେ। ବିଭିନ୍ନ ଜିଲ୍ଲାର ସମସ୍ୟା ଏବଂ ଶୀତଳ ଭଣ୍ଡାରକୁ ନେଇ କିପରି ଭାବରେ ରାଜ୍ୟରେ
Read More...

ପୂର୍ବ ଭାରତ ଆଂଚଳିକ ପରିଷଦ ସମ୍ମିଳନୀ -ସାଟିଫାଇଡ କ୍ୟାଟ ପାଠ୍ୟକ୍ରମର ଶୁଭାରମ୍ଭ।

ଭୁବନେଶ୍ୱର,7/10/23 (ପ୍ରତ୍ୟୁଷା ବ୍ୟୁରୋ): ପୁର୍ବଭାରତ ଆଇସିଏମ୍ଏଆଇ ଆଂଚଳିକ ପରିଷଦର ୭ଟି ରାଜ୍ୟର ୨୯ଟି ଚାପ୍ଟରର ଏକ ଦିନ ତମାମ ସମ୍ମିଳନୀ ଭୁବନେଶ୍ଵର କଷ୍ଟ ଏଣ୍ଡ ମ୍ୟାନେଜମଂଟ ଆକାଉଟାଂଟ (ସିଏମଏ) ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଂଚଳିକ ପରିଷଦ ତଥା ଚାପୁର ସମନ୍ବୟ କମିଟିର
Read More...

ଉତ୍କର୍ଷତାର ଦଶନ୍ଧି ୧୦ ବର୍ଷର ମାଇଲଖୁଣ୍ଟ ପାର୍ କଲା ଚାନ୍ଦି ଭଣ୍ଡାର -ଆଣିଲା ସ୍ଵତନ୍ତ୍ର କଲେକ୍ସନ ‘ଆର୍ଯ୍ୟ’…

ଭୁବନେଶ୍ଵର, ୫/୧୦: (ପ୍ରତ୍ୟୁଷା ବ୍ୟୁରୋ):ଓଡ଼ିଶାର ଅନ୍ୟତମ ଅଗ୍ରଣୀ ରୁପା ଗହଣା ବ୍ରାଣ୍ଡ ‘ଚାହିଁ ଭଣ୍ଡାର’ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟକୁ ପାଳନ କରୁଛି । ଉତ୍କର୍ଷତାର ଦଶମ ବର୍ଷ ପାର୍ କରିଛି ଚାନ୍ଦି ଭଣ୍ଡାର । ଗତ ୧୦ ବର୍ଷ ଧରି ଏହା ଓଡ଼ିଶାରେ ଅନ୍ୟତମ ବୃହତ୍ ତଥା ବିଶ୍ୱସ୍ତ ରୁପା
Read More...