Browsing Tag

ODISHA NEWS

ନବୀନ ସରକାରରେ ବଢିଛି ଚାଷୀଙ୍କ ଦୁର୍ଦଶା

ଭୁବନେଶ୍ୱର, ତା ୩୦/୮ (ପ୍ରତ୍ୟୁଷା ବ୍ୟୁରୋ): ଚଳିତ ଖରିଫଚାଷରେ ୩୫ ଲକ୍ଷ ହେକ୍ଟର ଧାନଚାଷରୁ ଲଘୁଚାପ ଜନିତ ଅତିଶୟ ବର୍ଷା ଓ ବନ୍ୟାଦ୍ୱାରା ପାଖାପାଖି ୧୫ ଲକ୍ଷ ହେକ୍ଟର ଚାଷଜମିର ଧାନ ତଳି ସମ୍ପୂର୍ଣ୍ଣ ଧୋଇ ଯିବା ସହ ୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଅଣଧାନ ଓ ପନିପରିବା ପ୍ରଭୃତି ବ୍ୟାପକ
Read More...

ସାମ୍ବାଦିକମାନଙ୍କ ପାଇଁ “ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖୁ ଏବଂ ରିପୋଟିଂ କରିବା” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ।

ଭୁବନେଶ୍ୱର, ୨୫ ଅଗଷ୍ଟ ୨୦୨୨ (ପ୍ରତ୍ୟୁଷା ବ୍ୟୁରୋ): ଗଣମାଧ୍ୟମରେ ଲିଙ୍ଗଗତ ସମାନତା ତଥା ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୟୁନିସେଫ୍, ଓଡ଼ିଶା ତରଫରୁ ଆଜି ସ୍ଥାନୀୟ ହୋଟେଲ କ୍ରାଉନ ଆନୁକୂଲ୍ୟରେ ସାମ୍ବାଦିକମାନଙ୍କ ପାଇଁ “ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ
Read More...

ସିଡନୀ ଠାରେ ବିଭିନ୍ନ ସ୍କୁଲ୍, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକୁ ପରିଦର୍ଶନ କଲେ…

ଭୁବନେଶ୍ବର, 22/08/22 (ପ୍ରତ୍ୟୁଷା ବ୍ୟୁରୋ):ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୨ ଅଗଷ୍ଟ ୨୦୨୨, ପିଆଇବି, ଦିଲ୍ଲୀ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଡନୀ ଠାରେ ବିଭିନ୍ନ ସ୍କୁଲ୍, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକର
Read More...

ଭୁବନେଶ୍ବର ଠାରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେଙ୍କ ସାମ୍ବାଦିକ ସମ୍ମିଳନୀ • ଆନ୍ତଃଜାତି ବିବାହକୁ…

ଭୁବନେଶ୍ବର,22/08/22 (ପ୍ରତ୍ୟୁଷା ବ୍ୟୁରୋ) : ସୋମବାର ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧ୍ତ କରି ସେ ଏହା କହିଛନ୍ତି । ଡକ୍ଟର ଅଠାୱଲେ କହିଥିଲେ ଯେ ଭାରତ ସରକାର ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ସହ ମିଶି ଆନ୍ତଃଜାତି ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ
Read More...

ଜୀ ସାର୍ଥକରେ ‘ସା ରେ ଗା ମା ପା’ର ପ୍ରସାରଣ ୨୦ ଅଗଷ୍ଟରୁ ଆରମ୍ଭ ହୋଇଛି ଜୀ ସାର୍ଥକରେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ…

ଭୁବନେଶ୍ବର, 22/08/22 (ପ୍ରତ୍ୟୁଷା ବ୍ୟୁରୋ) :ନିକଟରେ ଏହାର ସମସ୍ତ ଅଡିସନ ଶେଷ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଏହାର ପ୍ରସାରଣ କରାଯାଉଛି । ଓଡିଶାର ସବୁଠାରୁ ବଡ ଏହି ମ୍ୟୁଜିକ ରିୟଲିଟି ସୋ’ରେ ଜଜ୍ ଭାବେ ରହିଛନ୍ତି ଯୁବପିଢ଼ୀଙ୍କ
Read More...

ବନାୟନ ମାଧ୍ୟମରେ ଜିବୀକା ନିର୍ବାହ ପନ୍ଥା ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୨.୮.୨୨ (ପ୍ରତ୍ୟୁଷା ବ୍ୟୁରୋ):ବନାୟନ ମାଧ୍ୟମରେ ଜିବୀକା ନିର୍ବାହ ପନ୍ଥା ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଓଡ଼ିଶା ଜଙ୍ଗଲ ବିକାଶ ସମିତିର ଉଚ୍ଚସ୍ତରୀୟ
Read More...

ଧରା ପଡିଲା ବିରଳ କ୍ୟାଟ ଫିସ

ଭୁବନେଶ୍ୱର 19/8 ( ପ୍ରତ୍ୟୁଷା ନ୍ୟୁଜ )ଲଘୁଚାପ ଜନିତ ଲଗାଣ ବର୍ଷା ସମୟରେ ସହରୀ ବନ୍ୟା ସୃଷ୍ଟି ହୋଇଥିଲା l ଏହି ସମୟରେ ରାଜଧାନୀରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ପରିସ୍ଥିତି ଥିଲା l ଆଉ ସେସବୁ ଭିତରେ ହାଇଟେକ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି ରାଜ ଭବନରେ କାର୍ଯ୍ୟରତ ଥିବା
Read More...