Browsing Tag

odianews

ସଂଗୀତ ଯାଦୁରେ ମନ ମୋହୁଛନ୍ତି ଅପୂର୍ବା ।

ଭୁବନେଶ୍ୱର, 05.04.25 ( ପ୍ରତ୍ୟୁଷା ବ୍ୟୁରୋ ) : କୁନି କଳିକା ଅପୂର୍ବା ସଂଗୀତ ଯାଦୁରେ ଶ୍ରୋତାଙ୍କ ମନ ମୋହୁଛନ୍ତି। ସଂଗୀତ ଗୁରୁ ରଜନୀ କାନ୍ତ ମହାପାତ୍ରଙ୍କ ପ୍ରେରଣାରେ ଉଦୟ ସଂଗୀତାୟାନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତାଙ୍କର ସଂଗୀତ ପରିବେଷଣ ଶୈଳୀ ଶ୍ରୋତାଙ୍କ ମନରେ ଉଙ୍କି ମାରିଛି।
Read More...

ଅଲଟ୍ରାଭାୟୋଲେଟି ପକ୍ଷରୁ ଟେସେରାକ୍ଟ ପ୍ରଦର୍ଶିତ ।

ଭୁବନେଶ୍ୱର : ୦୪ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ):ଦ୍ରୁତତମ ଭାରତୀୟ ମୋଟରସାଇକେଲର ନିର୍ମାତା ଅଲଟ୍ରାଭାୟୋଲେଟି ପକ୍ଷରୁ ଆଜି ଭୁବନେଶ୍ଵରରେଏହାର ଅତ୍ୟାଧୁନିକ ଉତ୍ପାଦ ବର୍ଗମାଳାର ଶୁଭାରମ୍ଭ ଘୋଷଣା କରାଯାଇଛି । ତେରଟି ସହରରେ ଦୃଢ଼ ଉପସ୍ଥିତି ସହିତ ଏହିପ୍ରଦର୍ଶନୀ ଅଲଟ୍ରାଭାୟୋଲେଟର
Read More...

ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ପାରିତ

ଭୁବନେଶ୍ୱର ୦୩ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) :ଓଡିଶା ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ପାରିତ ହୋଇଛି। ଦୀର୍ଘ ସାଢେ ୧୨ ଘଣ୍ଟାର ଆଲୋଚନା ପରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଏହି ବିଲକୁ ସରକାରୀ ଦଳର ମୁଖ୍ୟ
Read More...

ସୌଭାଗ୍ୟ ନଗର ରେ ଖୋଲିଲା ମାଲାବାର ଗୋଲଡ଼ ଆଣ୍ଡ ଡାଇମଣ୍ଡ ର ୩ୟ ସୋ ରୁମ ।

ଭୁବନେଶ୍ଵର : ୨୮/୩/ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ଦାୟିତ୍ଵସମ୍ପନ୍ନ ଜୁଏଲର ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ଓଡ଼ିଶାର ଭୁବନେଶ୍ଵର ସୌଭାଗ୍ୟନଗର ଠାରେ ତାହାର ୩ୟ ସୋ’ରୁମ୍ ଉଦଘାଟନ କରିଛି । ଏହି ଅତ୍ୟାଧୁନିକ ସୋ’ରୁମ୍ ଗହଣାଗୁଡିକର ଆକର୍ଷଣୀୟ କଲେକ୍ସନ ସହିତ ଗ୍ରାହକଙ୍କୁ ଏକ ଅତୁଳନୀୟ
Read More...

ଉଲ୍ଲେଖନୀୟ ସେବା ପାଇଁ ସାର୍ପ ସମ୍ପାଦକ ବିଜୟ ପଣ୍ଡା ହେବେ ସମ୍ମାନିତ

ଭୁବନେଶ୍ୱର : ୨୮ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) କଟକ ଜିଲ୍ଲା ନରସିଂହପୁର ବ୍ଲକ ନିଜିଗଡ଼ ଅଞ୍ଚଳର ଉଦୀୟମାନ ଯୁବ ସମାଜ ସଂଗଠକ ବିଜୟ କୁମାର ପଣ୍ଡା ଆସନ୍ତା ଉତ୍କଳ ଦିବସ ଅବସରରେ ରାଜ୍ୟ ଏକ ପ୍ରତିଷ୍ଠିତ ବୈଦୁତିକ ଗଣ ମାଧ୍ୟମ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହେବେ। ଶ୍ରୀ ପଣ୍ଡା
Read More...

ବିଧାନସଭା ଭିତରେ କଂଗ୍ରେସ ବିଧାୟକ ରାତି ଉଜାଗର ।

ଭୁବନେଶ୍ୱର : ୨୬/୩/୨୦୨୫ ( ପି ଏନ ଏସ ) ବିଧାନସଭା ଭିତରେ କଂଗ୍ରେସ ବିଧାୟକ ରାତି ଉଜାଗର, ବାହାରେ ରାଜ ରାସ୍ତାରେ କଂଗ୍ରେସ ଛାତ୍ର ନେତା ରାତି ରହିଲେ, ମହିଳା ସୁରକ୍ଷା ନେଇ କଲେ ପ୍ରତିବାଦ
Read More...

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଶ୍ରୀ ନୀଳମାଧବ ମନ୍ଦିରରେ କଲେ ଦର୍ଶନ ।

କଣ୍ଟିଲୋ ,୨୪/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଭାରତୀୟ ବିଶ୍ଵାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ କଲେ ଅଂଶଗ୍ରହଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ଅପରାହ୍ନରେ ସେ ଛତିଶଗଡ଼ର ରାୟପୁରରୁ ଭୁବନେଶ୍ବରରେ ପହଞ୍ଚିଥିଲେ। ରାଷ୍ଟ୍ରପତି
Read More...

ମାର୍ଚ୍ଚ ୨୧ରୁ ସକାଳୁଆ ସ୍କୁଲ ।

୨୦/୩/୨୫( ପ୍ରତ୍ୟୁଷା ବ୍ୟୁରୋ ) ଅପ୍ରେଲ ୨ ନୁହେଁ ଆସନ୍ତା କାଲି ମାର୍ଚ୍ଚ ୨୧ ତାରିଖ ଶୁକ୍ରବାର ଠାରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢେ଼ ୬ ଟା ଠାରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ସମୟ ରହିବ। ପ୍ରଥମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳୁଆ ସ୍କୁଲ ହେବ ବୋଲି ରାଜ୍ୟ ସରକାର ଆଜି
Read More...