ପୁରୀରେ ପହଞ୍ଚିଲା ରଥ ଦଉଡି ।

0 13

ଭୁବନେଶ୍ଵରରେ (25.06.26), ପ୍ରତ୍ୟୁଷା ବ୍ୟୁରୋ ଆଜି ପୁରୀରେ ପହଞ୍ଚିଛି ମହାପ୍ରଭୁଙ୍କ ୨୦୨୬ ଘୋଷ ଯାତ୍ରା ପାଇଁ ରଥ ଦଉଡ଼ି। ଏହି ଦଉଡ଼ି ଓଡ଼ିଶା ସମବାୟ କତା ନିଗମରୁ ଆଠ ଇଞ୍ଚ ମୋଟେଇ ର ୨୨୦ ଫୁଟ ବା ୬୭ ମିଟର ଲମ୍ବ ର ମୋଟ ୨୮ ଗୋଟି ଦଉଡ଼ି ବୀର ପ୍ରତାପ ପୁର,ପୁରୀ ସ୍ଥିତ କତା ପ୍ରଶୋଧନ ପ୍ରକଳ୍ପରୁ ଆଜି ଅପରାହ୍ନ ଦିବା ଘ.୨.୦୦ ଟୀକାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ପହଞ୍ଚିଛି। ରଥ ଦଉଡ଼ି ପହଞ୍ଚିବା ପରେ ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ତତକ୍ଷଣାତ୍ ସେଗୁଡ଼ିକର ସୁରକ୍ଷିତ ସ୍ଥାନରେ ରଖିବା ବନ୍ଦୋବସ୍ତ କରିଛନ୍ତି।

Leave A Reply

Your email address will not be published.