Browsing Tag

4 December 22

ଶ୍ରାମ ଗ୍ରୁପ ଓଡିଶାରେ ନିବେଶ କରିବ ତିନି ଶହ କୋଟି।ବମ୍ବଲ ଵି ଫ୍ଲାଇଟ ରାଜ୍ୟରେ ଯୋଗାଇବ ଡ୍ରୋନ ସେବା।

ଭୁବନେଶ୍ବର, 4/12/22 (ପ୍ରତ୍ୟୁଷା ବ୍ୟୁରୋ):ୟୁକେ ସ୍ଥିତ ଏସିଆରଏଏମ (SRAM) ଏବଂ ଏମଆରଏଏମ (SRAK) ଗ୍ରୁପ ବମ୍ବଲ ବି ଫ୍ଲାଇଟ୍‌ ପ୍ରାଇଭେଟ ଲିମିଟେଡରେ ୩୦୦ କୋଟି ଟଙ୍କାର ପୁଞ୍ଜି ଖଟାଇବାର ପ୍ରତିଶୃତି ଦେଇଛନ୍ତି । ସେମାନେ ସଦ୍ୟ ସମାପ୍ତ ବିଶ୍ଵ ସ୍ତରୀୟ ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୨…
Read More...

ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ

ଭୁବନେଶ୍ବର ,4/12/22 (ପ୍ରତ୍ୟୁଷା ବ୍ୟୁରୋ):ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ, ବିଭୁତି ଜେନା ନିବେଦିତ, ମୋହନ କୁମାର ଙ୍କ ଦ୍ୱାରା ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶମ୍ଭୁ" ର ଶୁଭ ମହୁରତ ଭୁବନେଶ୍ୱର ର ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି l ଚଳଚ୍ଚିତ୍ର "ଶମ୍ଭୁ" ର କାହାଣୀ…
Read More...