ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ପ୍ରେସ୍ କ୍ଲବ ଅଫ୍ ଓଡ଼ିଶାରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ।
୨୫ । ୦୨ ( ପ୍ରତ୍ୟୁଷା ବ୍ୟୁରୋ ) -: ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା ର ମିଳିତ ସହଯୋଗରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ କିଡନୀ ରୋଗ ଓ ମୂତ୍ରରୋଗ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ମାଷ୍ଟରକ୍ୟାଣ୍ଟି ସ୍ଥିତ ପ୍ରେସ୍ କ୍ଲବ ଅଫ୍!-->…
Read More...
Read More...