Browsing Tag

odianews

ବ୍ରାଣ୍ଡ ଭାଲ୍ୟୁ ସେଡ୍ରାଫିଲ କ୍ରୀଡା ପରିଧାନ କ୍ରୀଡ଼ାବିତଙ୍କ ପ୍ରଥମ ପସନ୍ଦ

ଭୁବନେଶ୍ୱର ,୨୭୧୨/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ): ଦେଶରେ କ୍ରୀଡା ପରିଧାନ ଉତ୍ପାଦନ କ୍ଷେତ୍ରରେ ଓଡ଼ିଆ ଉଦ୍ୟୋଗୀ ମୁକେଶ ନାୟକ ଏବେ ଦେଶ କାହିଁକି ବିଦେଶରେ ବି ଚହଳ ସୃଷ୍ଟି କରିଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସେଡ୍ରା ଫିଲଟରେସନ ପ୍ରାଇଭେଟ ଲିଃ କ୍ରୀଡା ପରିଧାନ ପ୍ରସ୍ତୁତ କ୍ଷେତ୍ରରେ
Read More...

ହାଇଦ୍ରାବାଦ ଅଭିଜ୍ଞତା ଖୁବ୍ ଉତ୍ସାହଜନକ, ସନ୍ତୋଷଜନକ-ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର ୨୨ ଡିସେମ୍ବର ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ): ହାଇଦ୍ରାବାଦରେ ଆୟୋଜିତ ୨ ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡଶୋରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶା ଭାରତର ସର୍ବବୃହତ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ
Read More...

ସୈନିକ ସ୍କୁଲ-ଓ.ଏମ୍.ସି. ମାରାଥନ ଅନୁଷ୍ଠିତ : ସିନିୟର ବିଭାଗରେ ବିକାଶ କୁମାର ଓ ଧରମାନ ନାୟକ ଜୁନିଅର ବିଜେତା

ଭୁବନେଶ୍ଵର : ୨୧/୧୨ ( ପି ଏନ୍ ଏସ )ସୈନିକସ୍କୁଲ ଏବଂ ଓ.ଏମ୍.ସି ର ମିଳିତ ଆନୁକୂଲ୍ୟରେ ନବମ ବିଜୁ ମାରାଥନ ଚଳିତ ମାସ ୨୧ତାରିଖ ସକାଳ ୬ଟାରେ ଅନୁଷ୍ଠିତ ହୋଇଯାଇଛି । ଏଥ‌ିରେ ସୈନିକସ୍କୁଲର ୬୦୦ କ୍ୟାଡେଟ, ୨୦୦ପୁରାତନ ଛାତ୍ର, ସହୋଦୟ ସ୍କୁଲ ଓ ସରକାରୀ ସ୍କୁଲ ମାନଙ୍କରୁ ୪୦୦ ରୁ ଉର୍ଦ୍ଧ୍ୱ
Read More...

ପୁରୀରେ Global Energy Leaders’ Summit 2025 ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର୦୬ ଡିସେମ୍ବର ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ)ପୁରୀ ଠାରେ ଆୟୋଜିତ Global Energy Leaders' Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ
Read More...

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଆଞ୍ଚଳିକ କାର୍ଯ୍ୟାଳୟ, କଟକ ଦ୍ବାରା ଗ୍ରାହକ ସମ୍ମିଳନୀ ।

କଟକ, ୨୮/୧୧( ପି ଏନ ଏସ):ଶିଖରପୁର ସ୍ଥିତ ଏକ ହୋଟେଲ ଟେଲରେ ଏକ ଗ୍ରାହକ ସମ୍ମିଳନୀର (ଟାଉନ ହଲ ସଭା) ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଚୌଧୁରି ଅସ୍ମିନ୍ ଅନୁପମ ପ୍ରହରାଜ ସଭାପତିତ୍ୱ କରିଥିଲେ । । ଶ୍ରୀ ପ୍ରହରାଜ ଗ୍ରାହକମାନଙ୍କୁ ଅଭିନନ୍ଦନ
Read More...

ବିଧାନସଭା ଶୀତ ଅଧିବେଶନ ଆରମ୍ଭ। ଦିବଂଗତ ପାଇଁ ଶୋକ ପରେ ଗୃହର ପ୍ରଥମାର୍ଦ୍ଧ ମୁଲତବୀ ।

ଭୁବନେଶ୍ୱର,୨୭/୧୧/୨୦୨୫( ପି ଏନ ଏସ ): ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭରେ ଜାତୀୟ ସଂଗୀତ ଗାନ ପରେ ଶୋକ ପ୍ରସ୍ତାବ ଆସିଥିଲା। ଗୃହ ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ରେ ଦୁଇ ଦିବଂଗତ ପୂର୍ବତନ ସଦସ୍ୟ ହେମେନ୍ଦ୍ର ପ୍ରସାଦ ମହାପାତ୍ର,
Read More...