Browsing Tag

Odisha current news today

ଓଡ଼ିଶାର ଅନୁଗୁଳରେ କିସ୍ନା ପକ୍ଷରୁ ଆରମ୍ଭ ହେଲା ସ୍ୱତନ୍ତ୍ର ଶୋ’ରୁମ୍ରାଜ୍ୟରେ ଏହାର ୯ମ ସ୍ୱତନ୍ତ୍ର…

ଅନୁଗୁଳ,୨୬/୧୦( ପି ଏନ ଏସ ) : କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲରୀ ଅନୁଗୁଳରେ ଅବସ୍ଥିତ ବିକ୍ରମପୁରର ଶଙ୍କର ସିନେମା ରୋଡରେ ଏହାର ନବମ ସ୍ୱତନ୍ତ୍ର ସୋ'ରୁମକୁ ଭବ୍ୟ ଭାବେ ଉଦଘାଟନ କରିବା ଲାଗି ଗର୍ବର ସହିତ ଘୋଷଣା କରିଛି । ହରିକୃଷ୍ଣ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଘନଶ୍ୟାମ ଢୋଲକିଆ…
Read More...

ଇଣ୍ଡିଆ କେମ୍ ୨୦୨୬ରେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ/ଭୁବନେଶ୍ୱର୨୨ ଅକ୍ଟୋବର ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ)ମୁମ୍ବାଇଠାରେ ଆୟୋଜିତ 'ଇଣ୍ଡିଆ କେମ୍ ୨୦୨୬' (India Chem 2026) ର ସିଇଓ ଗୋଲଟେବୁଲ ବୈଠକରେ ଓଡ଼ିଶା ସରକାର ରାଜ୍ୟର ରସାୟନ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଥିବା ବିପୁଳ ନିବେଶ ସୁଯୋଗକୁ ବିଶ୍ୱ ସମୁଖରେ ଉପସ୍ଥାପନ…
Read More...

୨୩ ରେ ସପ୍ତମ ଓଡିଶା ପର୍ଯ୍ୟଟନ ସମ୍ମିଳନୀ

ଭୁବନେଶ୍ୱର, 22.10.26 ( ପ୍ରତ୍ୟୁଷା ବ୍ୟୁରୋ ):ଆସନ୍ତା ଅକ୍ଟୋବର ୨୩ ତାରିଖରେ ସପ୍ତମ ଓଡିଶା ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହେବ। ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲ ସମ୍ମିଳନୀ କକ୍ଷରେ ଏହା ଆୟୋଜନ ହୋଇଛି। ଓଡିଶା ସରକାରର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ…
Read More...

ବରିଷ୍ଠ ସାମ୍ବାଦିକ ବିଭୁତିପତି ଙ୍କ ପରଲୋକରେ ଓ ଜେ ସି ରାଜ୍ୟ ସଭାପତିଙ୍କ ଶୋକ

ଭୁବନେଶ୍ୱର , ୧୯/୧୦( ପ୍ରତ୍ୟୁଷା ବ୍ୟୁରୋ ):ଏସ.ସି. ବି ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କର ହୃଦଘାତରେ ଦେହାନ୍ତ ହୋଇଅଛି। ବିଭୂତିଙ୍କ ଦେହାନ୍ତରେ ଓଜେସି ସଭାପତି ମହମ୍ମଦ ମୋକିମ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିଭୂତି ଜଣେ ଉଚ୍ଚକୋଟିର…
Read More...

ବିୟୋଣ୍ଡ ଦ ସ୍ପଟ୍‌ଲାଇଟ : ଇମା (ଇଇଏମଏ)ପୂର୍ବାଂଚଳ ଦ୍ୱାରା ଓଡ଼ିଶାର ପରଦା ପଛର ଇଭେଂଟ ନାୟକମାନଙ୍କୁ ସମ୍ମାନ ଏବଂ…

ଭୁବନେଶ୍ୱର , ୧୬/୧୦ ( ପ୍ରତ୍ୟୁଷା ବ୍ୟୁରୋ ): ଇଭେଂଟ ଆଣ୍ଡ ଏଂଟରଟେନ୍‌ମେଂଟ ମ୍ୟାନେଜମେଂଟ ଆସୋସିଏସନର (ଇଇଏମଏ) ପୂର୍ବାଚଳ କମିଟି ପକ୍ଷରୁ ଭୁବନେଶ୍ୱରରେ "ବିୟୋଣ୍ଡ ଦ ସ୍ପଟ୍‌ଲାଇଟ୍‌' ନାମକ ଏକ ସ୍ମରଣୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ପରଦା ପଛରେ କାମ…
Read More...

ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କରିଛି କିସ୍‌ନା

ଭୁବନେଶ୍ୱର :୧୬/୧୦( ପି ଏନ ଏସ ) ଏହା ଭାରତରେ କିସ୍‌ନାର ୧୭୧ତମ ଓ ଓଡିଶାରେ ୯ମ ଶୋ’ରୁମଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ଜୁଏଲାରୀ ବ୍ରାଣ୍ଡ କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଆଜି ଭୁବନେଶ୍ୱରର ଜନପଥଠାରେ ଏହାର ଦେଶର ସର୍ବବୃହତ ଶୋ’ରୁମର ଉଦ୍‌ଘାଟନ କରିଛି, ଯାହା…
Read More...

ଓଡିଶା ଡାକ ପରିମଣ୍ଡଳ ସପ୍ତାହବ୍ୟାପୀ ପାଳନ କରୁଛି ଜାତୀୟ ଡାକ ସପ୍ତାହ

ଭୁବନେଶ୍ୱର,୯/୧୦/୨୬( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ଡାକ ପରିମଣ୍ଡଳ ଚଳିତ ଅକ୍ଟୋବର ୯ ରୁ ସପ୍ତାହ ବ୍ୟାପି ଜାତୀୟ ଡାକ ସପ୍ତାହ ପାଳନ କରୁଛି। ଆଜି ବିଶ୍ୱ ଡାକ ଦିବସ ରସୁଲଗଡ ସ୍ଥିତ ଡାକ ପ୍ରଶିକ୍ଷଣ କେନ୍ଦ୍ରରେ ପାଳିତ ହୋଇଛି। ଏହି ଅବସରରେ ଓଡିଶା ଶାଖା ଡାକ ମହାପ୍ରବନ୍ଧ ଏନ ସିଂ ଏକ…
Read More...

ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ଛଅ ମାସରେ ପୂର୍ବ ତଟ ରେଳପଥର ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ।

ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ):ପୂର୍ବ ତଟ ରେଳପଥ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ରେ ପଣ୍ୟ ବୋଝେଇ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ପୂର୍ବ ତଟ ରେଳପଥ ୧୨୦.୭୬ ମିଲିୟନ ଟନ୍(ଏମ୍‌ଟି) ପଣ୍ୟ ବୋଝେଇ କରିଛି। ଗତ ଆର୍ଥିକ…
Read More...

ଓପୋ ଏଫ ୩୫ ପ୍ରୋ ୫ ଜି ରେ ରହିଛି ଆକର୍ଷଣୀୟ ଫିଚର

ଭୁବନେଶ୍ୱର : ୭ /୧୦/୨୬( ପ୍ରତ୍ୟୁଷା ବ୍ୟୁରୋ) ଓପୋର ଦୀର୍ଘ ଯାତ୍ରାରେ ଏହା ଗ୍ରାହକଙ୍କ ବିଶ୍ୱାସ ଜିତିଛି। ଏହି ଅବସରରେ ଓପୋ ନୂଆ ଫିଚର ନେଇ ବଜାରକୁ ଆଣିଛି ଓପୋ ଏଫ ୩୫ ପ୍ରୋ ୫ ଜି ଯାହା ବେଶ ଆକର୍ଷଣୀୟ।ନୂଆ ଏଫ୍୩୫ ସିରିଜର ମୁଖ୍ୟ ଆକର୍ଷଣ ହେଉଛି ଏହାର ୫୦ ମେଗାପିକ୍ସେଲ୍…
Read More...

ବୋଲଗଡ଼ରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ପାଳିତ

ଖୋର୍ଦ୍ଧା : ୨/୧୦ ( ପ୍ରତ୍ୟୁଷା ବ୍ୟୁରୋ ) ସ୍ୱେଚ୍ଛାସେବୀ ସଂଗଠନ ସାକାର (SAKAR) ଓ କମନ୍ ହେଲଥ୍ (Common Health) ର ମିଳିତ ଉଦ୍ୟମରେ ସେପ୍ଟେମ୍ବର ୨୮ ତାରିଖରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ପାଳିତ ହୋଇଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଓ ଡାବରଧୁଆ ପଞ୍ଚାୟତରେ…
Read More...